Movie prime

ଶୀଘ୍ର ଆବେଦନ କରନ୍ତୁ ଲେବର କାର୍ଡ ଦେଖନ୍ତୁ କେମିତି ପାଇବେ ୫୦୦୦/- ଟଙ୍କା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସରକାରଙ୍କ ନୂଆ ଯୋଜନା ବିଷୟରେ ଜାଣିପାରିବେ ।
ସରକାର ଅନେକ ଯୋଜନା ବାହାର କରିଛନ୍ତି ଆଉ ଏହି ଯୋଜନାରେ ଅନେକ ଲୋକ ମଧ୍ୟ ଉପକୃତ ହେଉଛନ୍ତି । ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା ବାହାରୁଛି । ଆଉ ଯାହାଦ୍ଵାରା ସେମାନେ ଉପକୃତ ହେଉଛନ୍ତି । ଏବେ ଶ୍ରମିକ ମାନଙ୍କୁ ନେଇ କିଛି ଖବର ଆସିଛି । 
Gh
ଏହି ଯୋଜନା ସରକାର କରିଛନ୍ତି କିନ୍ତୁ ଏହି ଯୋଜନା ସମ୍ପର୍କରେ ଅଧିକାଂଶ ଲୋକମାନେ ଜାଣି ନଥିବାରୁ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି । ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କ ପାଇଁ ସରକାର ଲେବର କାର୍ଡ ବ୍ୟବସ୍ଥା କରିଛନ୍ତି ।
ଆଉ ଏହି କାର୍ଡ ମାଧ୍ୟମରେ ଏବେ ଶ୍ରମିକମାନଙ୍କୁ ୧୦୦୦ ରୁ ୩୫୦୦ ଟଙ୍କା ମିଳିବ । ଏହି ଲେବର କାର୍ଡରେ ମିଳୁଥିବା ସହାୟତା ରାଶି କିଭଳି ପାଇପାରିବେ ଆଉ ଏଥିପାଇଁ କଣ କରିବାକୁ ପଡ଼ିବ ଏନେଇ ଆସିଛି ଖବର ।
କେଉଁ ଶିଳ୍ପ ଶ୍ରମିକ ଏହି ଯୋଜନାର ଲାଭ ପାଇପାରିବେ । ଏହା କିଭଳି ଆବେଦନ କରିବେ ଏହିସବୁ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଶ୍ରମ ସଂଶୋଧନ ବିଭାଗ ପକ୍ଷରୁ ଏହି ଯୋଜନା ପରିଚାଳିତ ହେଉଛି ।
Vb
ଏହି ଯୋଜନା ପାଇଁ ଆବେଦନ କରିପାରିବେ ଶ୍ରମିକ । ଏହାଦ୍ବାରା ସରକାରଙ୍କ ନିକଟରେ ଶ୍ରମିକମାନଙ୍କର ତଥ୍ୟ ମଧ୍ୟ ରହିବ । କାର୍ଡଟିକୁ ପାଇବା ପରେ ଶ୍ରମିକ ମାନଙ୍କୁ ଏକ ରେଜିଷ୍ଟ୍ରେସନ୍ ନମ୍ବର ଦିଆଯିବ ।ଏହି ନମ୍ୱର୍ ଦ୍ଵାରା ସରକାରଙ୍କ ଠାରୁ ମିଳୁଥିବା ସହାୟତା ମିଳିପାରିବ ।
ଏହି ଯୋଜନାର ଲାଭ ସମସ୍ତ ଶ୍ରମିକ ପାଇପାରିବେ ।ଏହି କାର୍ଡ ଦ୍ଵାରା ସହାୟତା ନୁହେଁ ବରଂ କ୍ଷମତା ଅନୁସାରେ ସରକାର କାମ ମଧ୍ୟ ଯୋଗାଇ ଦେବେ । ଶ୍ରମ ସଂଶୋଧନ ୱେବସାଇଟ୍ ମାଧ୍ୟମରେ ଆପଣମାନେ ଏହି ବିଷୟରେ ଜାଣିପାରିବେ । ଶ୍ରମିକ ମାନଙ୍କ ପାଇଁ ସାମଗ୍ରୀ କିଣିବା ପାଇଁ ମଧ୍ୟ ସରକାର ୧୫ ହଜାର ଟଙ୍କା ଦେବେ ବୋଲି ଖବର ଆସିଛି ।
ଘର ତିଆରି ପାଇଁ ସରକାର ୨୦ ହଜାର ଟଙ୍କା ମିଳିବ ଆଉ ଏହି କାର୍ଡ ୩ ବର୍ଷ ହୋଇଥିବା ଦରକାର । ଏହି କାର୍ଡ ଏକ ବର୍ଷ ହୋଇଯିବା ପରେ ୩୫୦୦ ଟଙ୍କା ମିଳିବ । ୬୦ ବର୍ଷ ପରେ ପେନସନ ମଧ୍ୟ ମିଳିବ । ବିହାରର ଶ୍ରମିକ ହୋଇଥିଲେ ଏହି ସୁବିଧା ପାଇପାରିବେ । ଏହି ଯୋଜନାରେ ନାମ ହେଉଛି ବିହାର ଲେବର କାର୍ଡ ଯୋଜନା ।