Movie prime

ଆରମ୍ଭ ହେଲା ୨୦୨୪ ର ବଜେଟ ଦେଖନ୍ତୁ ଦେଶ ଏବଂ ରାଜ୍ୟକୁ ମିଳିବ ଏମିତି ଲାଭ Bugget 2024

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଦେଶ ବିଦେଶ ଏବଂ ସବୁ ଖବର ପାଇ ପାରୁଛନ୍ତି ।
Special Report
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ବଜେଟ ବିଷୟରେ ଜାଣିପାରିବେ । ଆଜି ସାଂସଦରେ ଆଗତ ହେବ ଅନ୍ତରୀଣ ବଜେଟ । ଦିନ ୧୧ ସମୟରେ ୨୦୨୩-୨୪ ବର୍ଷ ପାଇଁ ଆର୍ଥିକ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସିତାରମଣ ।
ଅଳ୍ପ ଦିନ ପରେ ନିର୍ବାଚନ ହେବାକୁ ଯାଉଛି । ଆଜି ଆର୍ଥିକ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ଆଉ ଏକ ବଜେଟ ଆଗତ କରାଯାଇପାରେ । ବଜେଟ କଣ ରହିବ ଆଉ କେଉଁ ଦର କେତେ ରହିବ ଏହାକୁ ନେଇ ଏବେ ଚାଲିଛି କଥା ।
Special Report
ବଜେଟକୁ ନେଇ ଚାଲିଛି ଅଙ୍କ କଷା । ସ୍ବାସ୍ଥ୍ୟ, ଶିକ୍ଷା, କୃଷି ପାଇଁ କଣ ସବୁ ଯୋଜନା ରହିଛି ତାହାକୁ ନେଇ ଏବେ କଥା ଆସୁଛି । ଏହି ନୂଆ ବଜେଟ ଦର କଣ ପ୍ରଭାବ ପକାଇବ ମଧ୍ୟବିତ୍ତ ଏବଂ ଅନ୍ୟ ଲୋକଙ୍କ ଉପରେ ତାହାକୁ ନେଇ ମଧ୍ୟ କଥା ଆସୁଛି । 
ଏହି ଦରଦାମରେ ସନ୍ତୁଳି ହେଉଛନ୍ତି ସାଧାରଣ ଜନତା ଆଉ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ । ସେଥିପାଇଁ ଏହି ବଜେଟ କଣ ହେଉଛି ତାହାକୁ ସମସ୍ତଙ୍କର ଅପେକ୍ଷା । ପେଟ୍ରୋଲ, ଡିଜେଲ ଦର କମିପାରେ ବୋଲି ସୂଚନା ମିଳିଛି ।
Special Report
ଆଉ ଏହାସହ ଚାଷୀଙ୍କ ପାଇଁ କିଛି ନୂଆ ଯୋଜନା ଘୋଷଣା କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ରେଳବାଇକୁ ଅଧିକ ସୁଗମ କରିବାକୁ, ରେଳ ଯାତାୟାତ ସୁଗମ କରିବାକୁ ଏବଂ ଅଧିକ ଯାତ୍ରୀବାହି ଟ୍ରେନ ଏବଂ ବିଭିନ୍ନ ସ୍ଥାନକୁ ନୂଆ ରେଳ ଲାଇନ୍ ନେବାକୁ ଘୋଷଣା ହୋଇପାରେ ।
Special Report
ଏହା ଏକ କାମ ଚଳା ବଜେଟ ହେଇଥିବାରୁ ଏଥିରେ କୌଣସି ବଡ ନିଷ୍ପତ୍ତି ନିଆଯିବ ନାହିଁ ବୋଲି ସୂଚନା ମିଳିଛି । ୨୦୨୩-୨୪ ବର୍ଷର ବଜେଟ କଣ ରହିଛି ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି । ସରକାରଙ୍କ ଦୃଷ୍ଟି କୋଣ ଏହି ବଜେଟରେ ରଖାଯିବ ।
ଆଗକୁ ନିର୍ବାଚନ ଥିବାରୁ ଏଭଳି କିଛି ବଜେଟରେ ପରିବର୍ତ୍ତନ ହେବ ବୋଲି ଜଣାପଡିଛି । ଲୋକମାନେ ଏହି ବଜେଟ ଦରକୁ ନେଇ ଅନେକ କଥା ଭାବିବା ସହ ଏହା ପକେଟ ଉପରେ କଣ ପ୍ରଭାବ ପକାଉଛି ତାକୁ ନେଇ ଏବେ ସମସ୍ତଙ୍କ ମନରେ ଅନେକ ଆଶା ଆସୁଛି ।