Movie prime

ଅର୍ଚ୍ଚନା ନାଗ କୁ ଧମକ : ଦୁଇ ଜଣ ମୁଖା ପିନ୍ଧା ଲୋକ ଦେଲେ ମାରିବାକୁ ଧମକ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଅର୍ଚ୍ଚନା ନାଗ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଦୀର୍ଘ ୧୪ ମାସ ଜେଲ ରେ ରହିବା ପରେ ଏବେ ବେଲ୍ ରେ ନିଜ ଘର କୁ ଫେରିଛନ୍ତି।ତାଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ଅନେକ ପୁରୁଷ ଙ୍କୁ ନିଜ ଜାଲ ରେ ଫସାଇବା ଅଭିଯୋଗ ରେ ତାଙ୍କୁ କୋର୍ଟ ଜେଲ ଦଣ୍ଡ ରେ ଦଣ୍ଡିତ କରିଥିଲା।କିନ୍ତୁ ଏବେ ସେ ତାଙ୍କ ପରୀକ୍ଷା ଦେବା ପାଇଁ ବେଲ୍ ରେ ନିଜ ଘର କୁ ଫେରିଛନ୍ତି।
ସୂଚନା ଅନୁସାରେ ଅର୍ଚ୍ଚନା ନାଗ ଜେଲ ରୁ ଫେରିଲା ପରେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ଦେଇଥିଲେ।ସେ କହିଥିଲେ କି ତାଙ୍କର କାହାରି କୁ ଡର ନାହିଁ। ସମସ୍ତଙ୍କ ଉପରେ ସେ ପ୍ରତିଶୋଧ ନେବେ।
ଏହା କହି ସେ ତାଙ୍କ ଘର କୁ ଚାଲି ଯାଇଥିଲେ।ସେଠାରେ ତାଙ୍କ ପରିବାର ଲୋକେ ତାଙ୍କୁ ସ୍ଵାଗତ ଜଣାଇ ଥିଲେ।ତାଙ୍କ ସ୍ଵାମୀ ତାଙ୍କୁ ଜେଲ ରୁ ନେବା ପାଇଁ ଆସିଥିଲେ।
Special report
ସେ ଲ ପରୀକ୍ଷା ଦେବା ପାଇଁ ଜେଲ ରୁ କିଛି ଦିନ ପାଇଁ ବାହାରକୁ ଆସିଛନ୍ତି।ଆଜି ତାଙ୍କର ପ୍ରଥମ ପରୀକ୍ଷା ଥିଲା।ହେଲେ କିଛି ଲୋକ ମାନେ ତାଙ୍କ ନିକଟ କୁ ଆସି ତାଙ୍କୁ ଧମକ ଦେଇଥିଲେ।
ତାଙ୍କୁ ଡରେଇବା ପାଇଁ ଚେଷ୍ଟା କରିଥିଲେ।ଏଥିରେ ଅର୍ଚ୍ଚନା ନାଗ ଡରି ଯାଇ ନ ଥିଲେ।ସେ କହିଥିଲେ କି ମୁଁ କିଛି ବି ଭୁଲ କରି ନାହିଁ।କିଛି ଲୋକ ମାନେ ମୋତେ ଫସାଇ ବାକୁ ଚେଷ୍ଟା କରିଛନ୍ତି।
ମୋ ଉନ୍ନତି କୁ କେହି ସହି ପାରି ନାହାଁନ୍ତି।ସେ ଯାହା ବି ହେଉ ମୁଁ ସମସ୍ତଙ୍କ ଉପରୁ ପ୍ରତିଶୋଧ ନେବି।ତମେ ମାନେ ମୋତେ କଣ ଧମକ ଦେବ ମୁଁ ତମ ମାନଙ୍କୁ କହୁଚି ଯାହା କରିବାର ଅଛି କର।ଏଭଳି କିଛି କହି ଏବେ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ଅର୍ଚ୍ଚନା ନାଗ।