Movie prime

ପାକିସ୍ଥାନ ର ପୂର୍ବତନ ମନ୍ତ୍ରୀ imran Khan ଙ୍କୁ ସାଧାରଣ ଜନତା କଲେ ଷଣ୍ଢ ସହ ବାହାଘର, ଏବେ ତାଙ୍କୁ ଘାରିଛି ଜେଲ୍ ଆଉ ଫାଶୀ ଭୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ଅନେକ ଦେଶ ଆଉ ବିଦେଶର ଏବଂ ସବୁ ରାଜ୍ୟର ଖବର ଆପଣମାନେ ପାଇପାରିବେ ।
ଆପଣମାନେ ସମସ୍ତେ ପାକିସ୍ତାନ ଦେଶ ବିଷୟରେ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ତ ପାକିସ୍ତାନ ଦେଶର ପୂର୍ବତନ ପ୍ରଧାନ ମନ୍ତ୍ରୀ ଇମରାନ୍ ଖାନଙ୍କୁ ଜାଣିଥିବେ ।
ଏହି ନେତା ଜଣଙ୍କୁ କିଏ ବା ନ ଜାଣିଛି । ଏହି ନେତା ଜଣକ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଏହି ଇମରାନ୍ ଖାନ ହେଉଛନ୍ତି ପାକିସ୍ତାନର ୨୨ ତମ ପ୍ରଧାନମନ୍ତ୍ରୀ । ଏହି ନେତା ଜଣଙ୍କ ନାଁରେ ଏବେ ସାଙ୍ଘାତିକ ଅଭିଯୋଗ ଆସିଛି ।
ଆଉ ଏବେ ସେ ଜେଲ ଯିବେ ବୋଲି ଜଣାପଡିଛି । ଏବେ ଖବର ଆସିଛି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଯେଉଁ ଜାମିନ ଆବେଦନ କରିଥିଲେ ତାହା ଖାରଜ ହୋଇଯାଇଛି ।
ଏବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଲାହୋର ହାଇକୋର୍ଟକୁ ଯିବେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ବିଦେଶ ଫଣ୍ଡ ବା ଟଙ୍କାକୁ ଫର୍ଜ୍ କରିବା ଅଭିଯୋଗରେ ଗିରଫ କରାଯିବ ବୋଲି ସୂଚନା ମିଳିଥିଲା ।
ଆଉ ଏହା ପୂର୍ବରୁ ସେ ଏକ ଜାମିନ ଆବେଦନ କରିଥିଲେ । ଏହା ଖାରଜ ହୋଇ ଯାଇଥିଲା । ଆଉ ଏବେ ପୁଣି ସେ ଜାମିନ ଆବେଦନ କରିଥିଲେ । ଏହା ମଧ୍ୟ ଖାରଜ ହୋଇଯାଇଛି । ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଜେଲ ଆସିବେ । ଆଉ ପାକିସ୍ତାନ ଜଳିବ ବୋଲି କଥା ଆସୁଛି । ଲାହୋର ହାଇକୋର୍ଟ ବାହାରେ ଇମରାନ୍ ଖାନଙ୍କ ସମର୍ଥକମାନଙ୍କର କଥା ଅଧିକ ଆସୁଛି । ନାରା ଉଠୁଛି ।
ଇମରାନ୍ ଖାନଙ୍କ ନାମରେ ମୋକଦ୍ଦମା ହେବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ନେଇ ନାରା ଲଗାଇଛନ୍ତି । ତାଙ୍କୁ ଛାଡ଼ିବାକୁ କହିଛନ୍ତି ।
ଅଗରିକାନେକ୍ ଥର ଇମରାନ୍ ଖାନଙ୍କ ପାଖକୁ ନୋଟିସ ଆସିଥିଲା କିନ୍ତୁ ସେ କୋର୍ଟରେ ହାଜର ହୋଇ ନଥିଲେ । ଏବେ ଲାହୋର ପୋଲିସ ତାଙ୍କ ଘରେ ପଶି ତାଙ୍କୁ ଗିରଫ କରିବେ ।