Movie prime

ସେ ଅରୁଣ ବୋଥ୍ରା କି କାମ କରୁଛି କିହୋ, ମୋ ହାବୁଡ ରେ ଥରେ ପଡ଼ିବ ଯଦି ଭଲ ସେ ଦେବି ତାକୁ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ମହିଳା ଏଭଳି କିଛି ଅଭିଯୋଗ କରିଛନ୍ତି ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ସେ କହୁଥିଲେ କି ଏଫଡିଜି ଅରୁଣ ବୋତ୍ରା ଯିଏ ପାଇଖାନା ଟାଙ୍କି ଅଣ୍ଡାଳୁ ଥିଲେ ସେହି ତାଙ୍କର କାଗଜ ପତ୍ର କୁ ଛଅ ମାସ ପର୍ଯ୍ୟନ୍ତ ଚାପି ରଖି ଦେଇଥିଲେ। ଦୁଇ ଅପରାଧୀ ମଧ୍ୟ ସୌଭାଗ୍ୟ ସ୍ୱାଇଁ ଓ ନିରଞ୍ଜନ ସେଠୀ ତାଙ୍କ ଟ୍ରକ୍ ର କାଗଜ ବଦଳାଇ ଦେଇଥିଲେ।
ଚାର୍ଜସିଟ୍ ହେବା ପରେ ମଧ୍ୟ ଅପରାଧୀ ସୌଭାଗ୍ୟ ସ୍ୱାଇଁ ଓ ନିରଞ୍ଜନ ସେଠୀ ବର୍ତ୍ତମାନ୍ ପର୍ଯ୍ୟନ୍ତ ବହିଷ୍କୃତ ହୋଇ ନାହାଁନ୍ତି। ସେ କହିଛନ୍ତି କି ସେ ଜଣେ ଅସହାୟ ବିଧବା ମହିଳା ତାଙ୍କର ଦୁଇଜଣ ପୁଅ ମଧ୍ୟ ଅଛନ୍ତି।
ସେ ଦୀର୍ଘ ଦୁଇ ବର୍ଷ ହେବ ଥାନାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଓ ଥାନା ରୁ ଡିଜି ପର୍ଯ୍ୟନ୍ତ ଯାଉଛନ୍ତି। ସେ ଖାଇବାକୁ ମଧ୍ୟ ପାଉ ନାହାଁନ୍ତି ଯାହା ଫଳରେ କି ସେ ରାଜ ରାସ୍ତାରେ ମଧ୍ୟ ବସିଥିବାର କହିଛନ୍ତି।
Special report
ତାଙ୍କର ଦୁଇଟା ଟ୍ରକ ଦୁଇଜଣ ଆଇଆଇସି ସୌଭାଗ୍ୟ ସ୍ୱାଇଁ ଓ ନିରଞ୍ଜନ ସେଠୀ ନେଇଯାଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ହେଲେ ଯେତେବେଳେ ତାଙ୍କର ଟ୍ରକ କୁ ସିଜ୍ କରି ନେଇଥିଲେ ସେତେବେଳେ ମହିଳା ଜଣକ କହିଥିଲେ କି
ଯଦି ତାଙ୍କ ଟ୍ରକ୍ ର କାଗଜ ପତ୍ର ଭୁଲ ଅଛି ତେବେ ସେ ଏଥି ନିମିତ୍ତ ଉପଯୁକ୍ତ ପ୍ରମାଣ ଦିଅନ୍ତୁ ବୋଲି ମାତ୍ର ସେ ଏଥିପ୍ରତି କୌଣସି ପ୍ରମାଣ ଦେଇ ନଥିଲେ। ହେଲେ ମହିଳାଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ।
ଯେତେବେଳେ ମହିଳା ଜଣକ ଟଙ୍କା ଦେବା ପାଇଁ ବାରଣ କରିଥିଲେ ସେତେବେଳେ ତାଙ୍କର ଦୁଇଟା ଟ୍ରକ୍ କୁ ସେ ନେଇ ଯାଇଥିଲେ। ମହିଳା ଜଣକ ତାଙ୍କର ନ୍ୟାୟ ପାଇଁ ଅନେକ ପ୍ରୟାସ କରିଥିଲେ ମଧ୍ୟ ତାଙ୍କୁ ଏବେ ପର୍ଯ୍ୟନ୍ତ ନ୍ୟାୟ ମିଳି ପାରି ନାହିଁ।
ଏହି ଘଟଣା ଏବେ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ତେବେ ଏହି ମହିଳାଙ୍କ କଥା ଆପଣଙ୍କୁ କେତେଦୂର ସତ ଲାଗିଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.