Movie prime

ନବୀନ ଙ୍କ ପୁତୁରା ଅରୁଣ ପଟ୍ଟନାୟକ ଙ୍କ ବିବାହ ହେଲା ଶେଷ, ଗଲେନି ନବୀନ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏହା ଦେଖିବାକୁ ମିଳିଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନେଦରଲାଣ୍ଡ ରେ ବିବାହ କରିଛନ୍ତି ଅରୁଣ।
Special report
ଏନେଇ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ବିବାହ ସମୟରେ ଅରୁଣ ଙ୍କୁ ଏକ କଳା ରଙ୍ଗର ବ୍ଲେଜର ସହ ଅରୁଣ ଙ୍କ ଜୀବନସାଥୀ ଙ୍କୁ ଧଳା ରଙ୍ଗର ଗାଉନ ରେ ଦେଖିବାକୁ ମିଳିଥିଲା।
ନେଦରଲାଣ୍ଡ ର ଏକ ହୋଟେଲ୍ ରେ ଖୁବ୍ ଧୁମଧାମରେ ଏହି ବିବାହ ସମ୍ପନ୍ନ ହୋଇଥିବା ବେଳେ ସେଠାରେ ଅରୁଣ ଙ୍କ ଅନେକ ସମ୍ପର୍କୀୟ ମାନଙ୍କୁ ଦେଖିବାକୁ ମିଳିଥିଲା।
ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରୁଣ ପଟ୍ଟନାୟକ ନିଜର ୨୪ ବର୍ଷ ଶାସନ କାଳ ର ଗାଦିଚ୍ୟୁତ ହେଲେ ସେତେବେଳେ ନବୀନ ନିବାସରେ ପୁତୁରା ଅରୁଣ ପଟ୍ଟନାୟକ ଙ୍କୁ ଦେଖିବାକୁ ମିଳିଥିଲା। ଚର୍ଚ୍ଚା ହେଉଥିଲା କି ନବୀନ ଙ୍କ ପରେ ଅରୁଣ ହିଁ ଗାଦି ହାତେଇବେ।
Special report
ଗୋଟେ ପଟେ ନବୀନଙ୍କ ଗାଦି ଛାଡ଼ିବା ଆଉ ଅନ୍ୟପଟେ ତାଙ୍କର ପୁତୁରା ଅରୁଣଙ୍କ ବାହାଘର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅରୁଣ ବିଦେଶରେ ହିଁ ରହୁଛନ୍ତି। ବର୍ତ୍ତମାନ ସମୟରେ ବିବାହ ପରେ ରାଜନୀତି କୁ ଆସିବା ଖବର ମଧ୍ୟ ସାମ୍ନା କୁ ଆସିବାରେ ଲାଗିଛି।
ଏହାକୁ ନେଇ ଲୋକମାନେ ଏବେ ଏହା କହିବାକୁ ଲାଗିଛନ୍ତି କି ନବୀନ ପଟ୍ଟନାୟକଙ୍କ ପୁତୁରା ବାହାଘରରେ ନିଜେ ନବୀନ ପଟ୍ଟନାୟକ କାହିଁକି ଗଲେ ନାହିଁ।
ଏହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ଯ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ମତାମତ ରଖିଛନ୍ତି।
କେହି କେହି କହିଛନ୍ତି ବୋଧ ହୁଏ ନବୀନ ପଟ୍ଟନାୟକ ଙ୍କ ପରାଜୟ କାରଣରୁ ହିଁ ସେ ଏହି ବିବାହ ସମାରୋହରେ ଯୋଗ ଦେଇ ନାହାଁନ୍ତି ବୋଲି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.