Movie prime

ଦୀପ ଧରି ଅରୁଣ କଲେ ଶପଥ ପାଠ..ଆଜିଠାରୁ ଲୋକ ଙ୍କ ହିତ ରେ ପ୍ରାଣ ମୋର ଉତ୍ସର୍ଗ!

 
Tt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି କାରଣ ବିଜେଡ଼ି ନେତା ହିଁ ଏଭଳି କିଛି ଶପଥ କରାଇଥିବା ଭିଡିଓ ସୋସିଆଲ ମିଡିଆରେ ଖୁବ ପ୍ରଚାର ହେବାରେ ଲାଗିଛି।
ଏହା ଶପଥ ନିଆ ଯାଉଛି କି ବିଜେଡ଼ି ପାଇଁ କାମ ନକଲେ ଅନିଷ୍ଟ ହେବ। ସେଥିପାଇଁ କୁହା ଯାଉଛି କି ଅରୁଣ ଙ୍କୁ ଭୋଟ ଦେବାକୁ ଜାରି ହେଲା ଅଘୋଷିତ ଫତୱା।
Gh
ହାତରେ ଦୀପ ଧରି ବିଜେଡ଼ି କୁ ଭୋଟ ଦେବା ସହ ପୂର୍ଣ୍ଣ ସହଯୋଗ କରିବା ପାଇଁ ଶପଥ ପାଠ କରୁଛନ୍ତି। ମନ୍ଦୀର ବେଢାରେ ବସିଛନ୍ତି ନୟାଗଡ଼ର ବିଜେଡ଼ି ପ୍ରାର୍ଥୀ ଅରୁଣ ସାହୁ। ଆଉ ମନ୍ଦୀର ଭିତରେ ଶପଥ ଦୀପ ଧରିଛନ୍ତି ନୟାଗଡ଼ ଜିଲ୍ଲାପରିଷଦ ସଭ୍ୟ ସୁବାସ କଁଅର।
ଏବେ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତାଙ୍କର ଭିଡ଼ିଓ ଏହା ଶୁଣିବାକୁ ମିଳିଛି କି ସେ ଶପଥ କରୁଛନ୍ତି କି ନୟାଗଡ଼ ର ନିର୍ବାଚନରେ ତାଙ୍କର ଆପ୍ରଣ ଚେଷ୍ଟା ଜାରି ରହିବ।
ଏବଂ ଶଙ୍ଖ ଚିହ୍ନକୁ ଭୋଟ କରିବା ସହ କାହାକୁ ଅପ ବ୍ଯବହାର କରିବେ ନାହିଁ ବୋଲି ଏକଥା ମଧ୍ୟ ଶୁଣିବାକୁ ମିଳିଥିଲା। ଏଭଳି ମଧ୍ୟ କହିଥିଲେ କି ବିଜୁ ଜନତା ଦଳ ପ୍ରତି ସେ ଆନୁଗତ୍ୟ ରହିବେ , କେବେ ହେଲେ ମଧ୍ୟ ବେଇମାନ କରିବେ ନାହିଁ।
Hh
ଏହା ସେ ଠାକୁରଙ୍କ ନାମରେ ଶପଥ ମଧ୍ୟ କରିଛନ୍ତି। ଯଦି ସେ କିଛି ବେଇମାନ କରନ୍ତି ତେବେ ତାଙ୍କର ବଂଶ ବୁଡ଼ିଯିବ ହୋଲି ସେ ଶପଥ କରିଥିବା ଭିଡିଓ ମାଧ୍ୟମରେ ଜଣା ପଡିଛି।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ଏହାକୁ ଦେଖିବା ପରେ ମଧ୍ୟ ବିଜେଡିର ନିଜ ପ୍ରାର୍ଥୀ ମାନଙ୍କ ଉପରେ ବିଶ୍ବାସ ନଥିବା କଥା ମଧ୍ୟ କହିଥିଲେ।
ଏହି ଭିଡିଓ କୁ ନେଇ ଆପଣଙ୍କ ମତାମତ କଣ ଓ ଏହି ଶପଥ ପାଠ କୁ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.