Movie prime

ଅନ୍ଧାର ହେବା ମାତ୍ରେ ଗାଁ ଛାଡି ଦେଉଛନ୍ତି ଲୋକେ ଦେଖନ୍ତୁ ସିଧା ଧାଇଁ ଆସୁଛନ୍ତି ରାସ୍ତା କଡ଼କୁ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ, ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Ty
ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। 
Gg
ବନ୍ଧୁଗଣ ଗାଁରେ ଲାଇନ ନଥିବାରୁ ପୁରା ଗାଁ ଅନ୍ଧାର। ସେଥିପାଇଁ ପିଲାମାନେ ପାଠ ପଢ଼ିବା ପାଇଁ ହଇରାଣ ହେଉଥିବା ବେଳେ ଆଉ କିଛି ଜଣ ଉପାୟ ନପାଇ ନିଜ ଜୀବନକୁ ବାଜି ଲଗାଇ ବାହାରେ ବସି ପାଠ ପଢ଼ୁଛନ୍ତି। ବିଚ୍ ରାସ୍ତାରେ ବସି ଟର୍ଚ୍ଚ ମାରି ପାଠପଢୁଛନ୍ତି ପିଲା ମାନେ।
ଘଞ୍ଚ ଜଙ୍ଗଲ ଭିତରେ ଏମାନଙ୍କ ଘର ଏପଟେ ବନ୍ୟଜନ୍ତୁଙ୍କର ଭୟକୁ ସେପଟେ ସାପ ବେଙ୍ଗଙ୍କର ଭୟ। ତା ଉପରେ ଘର ଭିତରେ ହେଉଛି ଅସହ୍ୟ ଗରମ। ସେଥିପାଇଁ ପୁରା ଗାଁର ଲୋକ ରାସ୍ତା ଉପରେ ବସୁଛନ୍ତି। 
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପୁରୁଣା କୋଟା ଥାନା ଅନ୍ତର୍ଗତ କୁମୁରି ଗାଁରେ। ପ୍ରାୟ ୧୫ ରୁ ୧୬ ଦିନ ହେବ ଅନ୍ଧାରରେ ରହୁଛନ୍ତି ୬୦ ରୁ ୭୦ ପରିବାର। କାରଣ ଗାଁରେ ଲାଗିଥିବା ଟ୍ରାସ୍ଫରମଟି କୌଣସି କାରଣରୁ ଖରାପ ହେଇଯାଇଛି। ଖରାପ ହେବାରୁ ଗାଁକୁ ବିଜୁଳି ନାହିଁ।
ତେଣୁ ଗ୍ରାମବାସୀ ମାନେ ବାଧ୍ୟ ହୋଇ ବିଜୁଳି ବିଭାଗର ସବ ଡିଭିଜନ, ଜେଇଙ୍କୁ ଅଭିଯୋଗ କରିଥିଲେ ସୁଧା ତାଙ୍କ କଥା ହେଲି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଲୋକେ ଜେଇଙ୍କୁ ଫୋନ କରିବାରୁ ସେ ମଧ୍ୟ ଫୋନ ଉଠାଉ ନାହାଁନ୍ତି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.