Movie prime

ଅସମ୍ଭବ ହେଲା ସମ୍ଭବ ଦେଖନ୍ତୁ ୨୦୨୨ ରେ ମରିଥିଲେ ହେଲେ ଏବେ ଫେରି ଆସିଲେ ସମସ୍ତେ ଦେଖି ହେଲେ ଆଶ୍ଚର୍ୟ୍ଯ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ତେବେ ବନ୍ଧୁଗଣ ୧୯୯୮ ମସିହାରେ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଗଲେ ଜଣେ ବ୍ୟକ୍ତି। ଗୁଜରାଟର ସୁରଟରୁ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଖି ବୁଝିଦେଲେ ସ୍ତ୍ରୀ।
Special Report
ବାପାଙ୍କ ବାବଦରେ କୌଣସି ଖବର ନପାଇ ୧୨ ବର୍ଷ ପରେ ଶୁଦ୍ଧି ହୋଇଗଲେ ପୁଅ-ଝିଅ ଓ ପରିବାର ବର୍ଗ। ହେଲେ ଦୀର୍ଘ ୨୬ ବର୍ଷ ପରେ ବୁଲିଗଲା ସମୟର ଚକ୍ର। ବାର୍ଦ୍ଧକ୍ୟ ଅବସ୍ଥାରେ ଘରକୁ ଫେରିଛନ୍ତି ନିଖୋଜ ବ୍ୟକ୍ତି।
ପରିବାରକୁ ଦେଖି ଖୁସି ହେବେ ନା ଦୁଃଖ କରିବେ କିଛି ବୁଝି ପାରୁନାହାନ୍ତି, ଜଗତସିଂହପୁର ବାଲିକୁଦା ବ୍ଲକ ତଳକୁସୁମା ଗାଁର ବଂଶୀଧର ମହାନ୍ତି। ସୁରଟରେ କଟିଥିବା ୨୬ ବର୍ଷର ସଂଘର୍ଷମୟ କାହାଣୀ କହିବା ବେଳେ
Special report
ବଂଶୀଧରଙ୍କ ଆଖି ଓଦା ହୋଇଯାଉଛି। ରୋଜଗାର ଆଶାରେ ଯାଇଥିବା ବେଳେ କେମିତି ଶିଳ୍ପପତିଙ୍କ ନଜର ବନ୍ଦୀରେ ରହିଥିଲେ। ଦିନ ରାତି କାମ କଲେ ଓଳିଏ ଖାଇବାକୁ ମିଳୁଥିଲା।
Special report
ବୟସ ବଢିଯିବାରୁ ମାତ୍ର ୧୨ ହଜାର ଟଙ୍କା ଦେଇ ବିଦା କରି ଦେଲା ସଂପୃକ୍ତ ବ୍ୟବସାୟୀ। ସେଠାରୁ ଆସି ଗାଁରେ ପହଞ୍ଚଞ୍ଚିଲା ବେଳକୁ ସବୁ ଚିତ୍ର ବଦଳି ଯାଇଛି। ଦୁଇ ଝିଅ-ପୁଅଙ୍କ ବାହାଘର ହୋଇସାରିଛି।
ସ୍ତ୍ରୀ ଓ ସାନ ଭାଇ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି। ତେବେ ବାପାଙ୍କୁ ଦେଖି ପୁଅ ବୋହୂ, ଝିଅ ଜ୍ୱାଇଁ, ନାତୀ ନାତୁଣୀ ଦୁଃଖଭରା ଖୁସି ପ୍ରକାଶ କରିଛନ୍ତି। ତେବେ ବନ୍ଧୁଗଣ ବର୍ତମାନ ଏହି ଖବରଟି ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.