Movie prime

ଆଶ୍ରମ ରେ ନାବାଳିକା କୁ ଅଧା ନିବସ୍ତ୍ର କରି ଭିଡିଓ କରୁଚି ବାବା, ଭିଡିଓ ଭାଇରଲ ହେବା ପରେ ଲୋକେ ତାତିଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ନାବାଳିକା ଝିଅ କୁ ଉଲଗ୍ନ କରି ଆଶ୍ରମ ଭିତରେ ରଖିଥିଲେ ବାବା। ଗୁରୁ ମନ୍ତ୍ର ଦେବା ବଦଳରେ ନାବାଳିକା କୁ ସେ ପ୍ରଥମେ ଉଲଗ୍ନ କରିଥିଲେ। ଆଉ ତାକୁ ମନ୍ତ୍ର ଦେବା ବାହାନାରେ ଦୁ-ଷ୍କ-ର୍ମ ମଧ୍ୟ କରିଥିଲେ।
Special report
ଆଉ ଏହି ନାବାଳିକା ଝିଅ ଟି ମଧ୍ୟ କିଛି ଜାଣିପାରି ନଥିଲା। ତାର ପରିବାର ଠାରୁ ଦୁରେଇ ଦେଇ ନିଜ ପାଖରେ ରଖିଥିଲେ ଏହି ବାବା ଜଣକ। ଆଉ ତାର ଉଲଗ୍ନ ଫଟୋ କୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ।
ଏହି ବାବା ଜଣକ ହେଉଛନ୍ତି ପୁରୀ ର ଏକ ଆଶ୍ରମର ଜଣେ ବାବା। ବାବା ଜଣକ ହେଉଛନ୍ତି ଜନ୍ମରୁ ସନ୍ନ୍ୟାସ ମାତ୍ର ବାବା ଜଣକ ଏହି ଯୁବତୀ ଙ୍କୁ ତାଙ୍କର ପରିବାର ଠାରୁ ଦୁରେଇ ଦେଇ ତାକୁ ନେଇ ନିଜ ପାଖରେ ରଖିଥିଲେ।
Special report
ବାବା ଜଣକ ଏହି ନାବାଳିକା ଜଣକ ଝିଅ ବୋଲି ଜାଣିବା ପରେ ମଧ୍ୟ ତାକୁ ଉଲଗ୍ନ କରିଥିଲେ। ଆଉ ବାବା ଜଣକ ସେହି ନାବାଳିକା ଜଣକୁ ଉଲଗ୍ନ କରି ତାକୁ ମନ୍ତ୍ର ଦେବା ବଦଳରେ ତାହା ସହ ସେଲ୍ଫି ଉଠାଉ ଥିଲେ।
ଆଉ ଏହି ଫଟୋ କୁ ସେ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରୁଥିଲେ। ବାବା ଜଣକ ଦେଖିବା ପାଇଁ ଏକ ଜ୍ଞାନୀ ମାନି ଭଳି ଦେଖା ଯାଉଛନ୍ତି ହେଲେ ତାଙ୍କର ମନ ଭିତରେ ରହିଛି କୁଟିଳ ଚିନ୍ତାଧାରା।
Special report
ନାବାଳିକା ସହ ଏଭଳି କାଣ୍ଡ ଘଟାଇ ଥିବାରୁ ଏବେ ତାଙ୍କୁ ମଧ୍ୟ ସବୁଠାରେ ଖୁବ୍ ନିନ୍ଦା କରାଯାଉଛି। ଏହି ନାବାଳିକା ଜଣକ ରଥଯାତ୍ରା ସମୟରେ ପୁରୀ ଯାଇଥିଲେ। ଏହାପରେ ସେ ନିଖୋଜ ହୋଇ ଯାଇଥିଲେ।
ଏବଂ ଏହାପରେ ବାବା ଜଣକ ତାକୁ ନେଇ ନିଜ ପାଖରେ ସିଷ୍ୟା ଭଳି ରଖିଥିଲେ। ମାତ୍ର ଏବେ ବାବା ଜଣକ ଶିଷ୍ୟା କହୁଥିବା ଏହି ଯୁବତୀ ଜଣକ ସହ ଏଭଳି କାର୍ଯ୍ୟ କରିଛନ୍ତି ଯାହାକୁ ନେଇ ଏବେ ଏହାକୁ ପ୍ରତ୍ୟେକ କ୍ଷେତ୍ରରେ ଘୋର ନିନ୍ଦା କରାଯାଉଅଛି।
ତେବେ ବାବାଙ୍କ ଏଭଳି ଅମାନବୀୟ ଘଟଣା ଉପରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।