Movie prime

ବିଜୁଳି ବିଲକୁ ନେଇ ଆସିଲା ବଡ ଖବର ଦେଖନ୍ତୁ ଏଥର ବିଜୁଳି ବିଲ ହେଇଗଲା ଫ୍ରି ! ଜାଣନ୍ତୁ କଣ ଆସିଲା ଖବର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିନକୁ ଦିନ ବିଜୁଳୀ ଶୁଳ୍କ ବୃଦ୍ଧି ହେବାରେ ଲାଗିଛି। ଆଉ ଏହା ମଧ୍ୟ ବର୍ତ୍ତମାନ ସମୟରେ ସାଧାରଣ ଲୋକ ମାନଙ୍କ ପାଇଁ ମୁଣ୍ଡ ବିନ୍ଧା ର କାରଣ ସାଜିଛି।
ଏହି ଗରମ ରେ ମଧ୍ୟ ଲୋକ ମାନେ ଏସି କି ଫ୍ୟାନ ଚଲାଇବା ପୂର୍ବରୁ ସେମାନେ ବିଜୁଳୀ ବିଲ୍ କଥା ଦଶ ଥର ଚିନ୍ତା କରୁଛନ୍ତି। ହେଲେ ଆପଣଙ୍କୁ ଆଉ ବିଜୁଳୀ ବିଲ୍ ପ୍ରତି ଆଉ ଚିନ୍ତା କରିବାକୁ ପଡିବନି କାରଣ ବିଜୁଳୀ ବିଲ୍ ମାଗଣା ହେବାକୁ ଯାଉଛି।
ଫ୍ରୀ ରେ ଚାଲିବ ଏସି , ଫ୍ରିଜ୍ , ଲାଇଟ୍ ଏବଂ ଅନ୍ୟାନ୍ୟ ବୈଦୁତିକ ଉପକରଣ କାରଣ ଏଥିରେ ଏବେ ସାହାଯ୍ୟ କରିବ ସୋଲାର ପ୍ୟାନେଲ ବ୍ୟବହାର।
ଖରା ଦିନରେ ହିଁ ପ୍ରବଳ ରୋଦ୍ରତାପ ଯୋଗୁଁ ବିଦ୍ୟୁତ୍ ବିଲ ଅଧୀକ ବଢ଼ି ଯାଇଥାଏ କାରଣ ଘରେ ଘରେ ଫ୍ୟାନ ଓ ଏସି ସର୍ବଦା ଚାଲି ରହିଥାଏ। ଏହା ମଧ୍ୟ ଲୋକ ମାନଙ୍କ ପାଇଁ ମୁଣ୍ଡ ବିନ୍ଧା ର କାରଣ ସାଜି ଥାଏ। କାରଣ ଖରା ବଢିବା ମାତ୍ରେ ହିଁ ବିଦ୍ୟୁତ୍ ବିଲ ବି ବଢ଼ି ଥାଏ।
ଏହି ଦିନରେ ବିଲ୍ ମଧ୍ୟ ଅଧିକା ଆସିଥାଏ। ଯଦି ଆପଣ ଖରା ଦିନର ବିନା ବିଦ୍ୟୁତ୍ ବିଲ ରେ ବିଦ୍ୟୁତ୍ ଉପକରଣ ର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏକ ଭଲ ଉପାୟ କହିବାକୁ ଯାଉଛୁ।
ଫ୍ୟାନ, ଏସି,କୁଳର ଓ ଲାଇଟ୍ ବ୍ୟବହାର କରିବାର ଗୋଟିଏ ମାତ୍ର ଉପାୟ ହେଉଛି ସୋଲାର ପାନେଲ୍ ର ବ୍ୟବହାର। ଏହା ଦ୍ବାରା ଏହି ସୋଲାର ପ୍ୟାନେଲ ସୂର୍ଯ୍ୟ ଙ୍କ ଠାରୁ ଶକ୍ତି ସଂଗ୍ରହ କରି ବିଦ୍ୟୁତ୍ ଉତ୍ପାଦନ କରିଥାଏ।
ଏହାକୁ ଲଗାଇ ଆପଣ ସମସ୍ତ ବୈଦ୍ୟୁତିକ ଉପକରଣ ଚଳାଇ ପାରିବେ। ଏହା ଦ୍ବାରା ଆପଣ ବେଶ ଉପକୃତ ମଧ୍ୟ ହେବେ। ଏହା ଆପଣଙ୍କ ବିଦ୍ୟୁତ୍ ବିଲ ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିବ। ଘରର ଛାତ ଉପରେ ମଧ୍ଯ ଏହି ସୋଲାର ପ୍ୟାନେଲ ଲଗାଯାଇ ପାରିବ।
ଏହାକୁ ଉଚିତ ପ୍ରଯୁକ୍ତି ବିଦ୍ୟା ଲଗାଇ କରି ଆପଣ ବ୍ଯବହାର କରି ପାରିବେ। ଏହା ବେଶ ଲାଭ ଦାୟକ ହେବା ସହ ଆପଣ ଙ୍କ ବିଦ୍ୟୁତ୍ ବିଲ କୁ ମଧ୍ୟ ନିୟନ୍ତ୍ରଣ କରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.