Movie prime

ଆସିଲା ବଡ଼ ଖବର ଦେଖନ୍ତୁ ଏବେ ଚାଲିବ କେଉଁ କାର୍ଡ ଏବଂ କଣ ରହିବ ପ୍ରସେସ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ବନ୍ଧୁଗଣ ଓଡ଼ିଶାବାସୀ ପାଇବେ ଉଭୟ କାର୍ଡକୁ ନେଇ ଲାଭ। ୨୪ ବର୍ଷର ସରକାର ଭାଙ୍ଗିଯାଇଛି ଆୟୁଷ୍ମାନ କାର୍ଡ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇ ବିଜେଡିର ଗଡ ଭିତରକୁ ବିଜେପି ପ୍ରବେଶ କରିଛି। ବିଏସକେୱାଇ କାର୍ଡକୁ ନେଇ ଏବେ ଓଡ଼ିଶାବାସୀ ଚିନ୍ତାରେ ରହିଛନ୍ତି। ସେପଟେ ବିଜେପି ଆଣିଛି ଆୟୁଷ୍ମାନ କାର୍ଡ। 
ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ କିଭଳି ଆହୁରି ସୁଦୃଢ କରାଯାଇପାରିବ ସେ ନେଇ ଆରମ୍ଭ ହେଇଛି କାର୍ଯ୍ୟ। ସ୍ବାସ୍ଥ୍ୟ ସୁରକ୍ଷା ପରିସୀମା ବୃଦ୍ଧି ନେଇ ଚାଲିଛି ଚର୍ଚ୍ଚା। ଯଦି ଏବେ ଆୟୁଷ୍ମାନ କାର୍ଡ ଲାଗୁ ହୁଏ ତେବେ ଓଡ଼ିଶାରେ ୬୩ ଲକ୍ଷ ପରିବାର ସୁବିଧା ପାଇପାରିବେ।
ହେଲେ ବିଏସକେୱାଇ କାର୍ଡ ଦ୍ଵାରା ଉପକୃତ ହେଉଛନ୍ତି ଏକ କୋଟି ୩ଲକ୍ଷ ପରିବାର। ବିଏସକେୱାଇ କାର୍ଡରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଓ ମହିଳା ମାନଙ୍କୁ ମିଳୁଛି ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା। 
Special report
ଏହିଦୁଇଟି ଯୋଜନା ମଧ୍ୟରେ ରହିଛି ଅନେକ ତଫାତ ଗୋଟିଏ ଯୋଜନା ଲାଗୁ ହେଲେ ବାଦ୍ ପଡ଼ିବେ ଅନେକ ହିତାଧିକାରୀ। ତେଣୁ ଏହି ଦୁଇଟି ଯୋଜନାକୁ ମିଶାଇ ଆଗକୁ ଆସିପାରେ ଏକ ବଡ଼ ଯୋଜନା।
ସେପଟେ ରାଜ୍ୟକୁ ନୂଆ କରି ଆସିଥିବା ବିଜେପି ସରକାର କେଉଁ କାର୍ଡ ଚାଲୁ ରହିବ ତାକୁ ନେଇ କରିଛନ୍ତି ସମୀକ୍ଷା। ସ୍ବାସ୍ଥ୍ୟ ମନ୍ତ୍ରୀ ଏନେଇ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭିତରେ ସବୁବେଳେ ବିଜେପି ସରକାର ରହିଛି ସେଥିପାଇଁ ଉଭୟ କାର୍ଡକୁ ନେଇ ତର୍ଜମା କରାଯିବ। 
ଉଭୟ କାର୍ଡକୁ ନେଇ ଠିକ୍ ଭାବରେ ତର୍ଜମା କରିବା ପରେ ଓଡ଼ିଶାବାସୀଙ୍କ ପାଇଁ ଏକ ଉନ୍ନତ ପଦେକ୍ଷପ ଗ୍ରହଣ କରାଯିବ। ସରକାର ପରିବର୍ତ୍ତନ ହେବା ପରେ ବିଭିନ୍ନ ଡାକ୍ତରଖାନା ମାନଙ୍କରେ ବିଏସକେୱାଇ କାର୍ଡ ନେବା ବନ୍ଦ କରିଦେଇଥିଲେ।
ଯାହାପରେ ଓଡ଼ିଶା ସରକାର ସ୍ପଷ୍ଟ କରିବା ପରେ ପୁଣିଥରେ ଚାଲୁ ହେଇଥିଲା ବିଏସକେୱାଇ କାର୍ଡ। ଆଗକୁ ଉଭୟ କାର୍ଡକୁ ମିଶାଇ ଆସିବାକୁ ଯାଉଛି ଏକ ନୂତନ ଯୋଜନା। ଯାହା ସ୍ବାସ୍ଥ୍ୟ ଅବସ୍ଥା ଉପରେ ଆଣିବ ବଡ଼ ପରିବର୍ତ୍ତନ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.