Movie prime

ଏଣିକି ପୋଷ୍ଟାଲ ରେ ପଇସା ରଖିଥିବା ଲୋକେ ହେଇଯିବେ ମାଲାମାଲ୍, ୧୫ ଶହ ଟଙ୍କା ରଖିଲେ ମିଳିବ ୩୦ ଲକ୍ଷ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସରକାର ଆପଣ ମାନଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି।ନିକଟ ରେ ପୋଷ୍ଟ ଅଫିସ ରେ ଆପଣ ମାନଙ୍କ ପାଇଁ ନୂଆ ଯୋଜନା ହୋଇଚି।ଏହି ଯୋଜନା ରେ କମ୍ ଟଙ୍କା ରେ ଆପଣ ମାନେ ଅଧିକ ଲାଭ ଉଠାଇ ପାରିବେ।
Special report
ଏଥିରେ ସବୁ ପ୍ରକାର ସୁବିଧା ମିଳିବ।ସରକାର ଗାଁ ରେ ରହୁଥିବା ଲୋକ ଙ୍କ ପାଇଁ ଗ୍ରାମୀଣ ଡାକ ବୀମା ଯୋଜନା ପ୍ରସ୍ତୁତ କରି ଥିଲେ।ଏଥିରେ ଏବେ ଆପଣ ମାନଙ୍କୁ ସୁବିଧା ମିଳିବାକୁ ଯାଉଛି।ପୋଷ୍ଟ ଅଫିସରେ ଏଭଳି ସୁବିଧା ପ୍ରଥମ ଥର ପାଇଁ ଦିଆ ଯାଉଛି।
ଆପଣ ଯଦି ଏଭଳି ସୁବିଧା ର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ପୋଷ୍ଟ ଅଫିସରେ ଗୋଟିଏ ଖାତା ଖୋଲି ଦିଅନ୍ତୁ।ଜୀବନ ବୀମା ପାଣ୍ଠି ର ମୋଟ ଘରୋଇ ସଞ୍ଚୟ ର ମାତ୍ର ୧୦ ପ୍ରତିଶତ ଥିଲା।
ପରେ ସରକାର ସମସ୍ତ ଙ୍କୁ ଦୃଷ୍ଟି ରେ ରଖି ଗ୍ରାମାଞ୍ଚଳ ରେ ଏହାର ବିସ୍ତାର କରିବା ପାଇଁ ଚେଷ୍ଟା କଲେ।ଏହି ଯୋଜନା ର ମୂଳ ଲକ୍ଷ ହେଉଚି ମହିଳା ଶ୍ରମିକ ମାନଙ୍କୁ ଉପକୃତ କରିବା।ସେମାନଙ୍କ ର କିଭଳି ଉନ୍ନତି ହୋଇ ପାରିବ ସରକାର ସେଥିପ୍ରତି ଦୃଷ୍ଟି ଦେଉଛନ୍ତି।ଆଜି ଆମେ ସେହି ବିଷୟ ରେ କହିବାକୁ ଯାଉଛୁ।
Special report
ଏହି ଯୋଜନା ରେ ସର୍ବନିମ୍ନ ରାଜି ହେଉଚି ୧୦୦୦୦ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ।ଏହି ଯୋଜନା ର ପ୍ରୀମୀୟର ମାସିକ ତ୍ରୈମାସିକ, କିମ୍ବା ବାର୍ଷିକ ରୂପେ ପାଇ ପାରିବେ।ଆପଣ ଯଦି ଏଥିରେ କିଛି ଟଙ୍କା ରଖିବେ ତେବେ ଆପଣ ମାନଙ୍କୁ ସୁଧ ଆକାର ରେ ଅଧିକ ଟଙ୍କା ମିଳି ପାରିବ।
ବୀମା ଭୁକ୍ତ ବ୍ୟକ୍ତି ମାନେ ଯେ କୌଣସି ସମୟ ରେ ଅର୍ଥାତ୍ ମୃ-ତ୍ୟୁ ପରେ ମଧ୍ୟ ପରିବାର ଲୋକେ ଏହି ବୋନସ ସହିତ ସମ୍ପୂର୍ଣ୍ଣ ରାଶି ପାଇ ପାରିବେ।ଏଥି ପାଇଁ ଆପଣ ଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ।ଖୁବ୍ କମ୍ ସମୟରେ ଅଧିକ ଟଙ୍କା ପାଇ ପାରିବେ।
 ବିମା ପଲିସି ଆତ୍ମ ସମର୍ପଣ କରାଯାଇ ନାହିଁ।ଆତ୍ମ ସମର୍ପଣ ରାଶି କୁ ତିନି ବର୍ଷ ପରେ ପ୍ରଦାନ କରାଯିବ।୧୯ ବର୍ଷ ବୟସ ରୁ ଯଦି ଆପଣ ଏକ ଗ୍ରାମ ସୁରକ୍ଷା ପଲିସି କରୁଛନ୍ତି
ତେବେ ଆପଣ ଙ୍କ ର ମାସିକ ପ୍ରିମିୟମ ୧୫୧୫ ଟଙ୍କା ହେବ।ତେବେ ଏହି ଯୋଜନା କରି ସରକାର ମହିଳା ମାନଙ୍କ ଉନ୍ନତି ଉପରେ ଗୁରୁତ୍ବ ଦେଇଛନ୍ତି।ଆପଣ ମାନେ ଜଲଦି ଏହି ସୁବିଧା ର ଲାଭ ଉଠାଇ ନିଅନ୍ତୁ।