Movie prime

ଆସିଲା ବହୁତ୍ ବଡ଼ ସ୍ବପ୍ନା ଦେଶ, ଓଡ଼ିଶା ରେ ହେବ ରାମ ଙ୍କ ବିଶାଳକାୟ ମନ୍ଦିର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାହାଡ଼ ଉପରେ ଥିଲା ଶ୍ରୀ କୃଷ୍ଣ ଙ୍କ ଘର। ହଠାତ୍ ସ୍ୱପ୍ନାଦେଶ ହୋଇଥିଲା ରାମଲାଲା ଙ୍କ ମନ୍ଦିର ନିର୍ମାଣ ପାଇଁ।୧୬ ଶହ ଫୁଟ ର ପାହାଡ଼ ଉପରେ କେମିତି ଆରମ୍ଭ ହେଲା କାର୍ଯ୍ୟ ଏନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ।
Special Report
କେମିତି ସାକାର ହୋଇଛି ଏହି ଅସମ୍ଭବ ସ୍ବପ୍ନ ସେନେଇ ଏବେ ସମସ୍ତଙ୍କ ମନରେ ଖୁବ ପ୍ରଶ୍ନ ମଧ୍ଯ। ଏବେ ଫତେଗଡ ପାହାଡ଼ ଉପରେ ବିଶାଳକାୟ ମନ୍ଦିର।
ଚର୍ଚ୍ଚାରେ ରହିଛି ଏହି ଅଦ୍ଭୁତକାୟ ମନ୍ଦିର। ପ୍ରଭୁ ଶ୍ରୀ କୃଷ୍ଣ ପୁଜା ପାଉଥିବା ସ୍ଥାନରେ ଏବେ ନିର୍ମାଣ କରାଯାଇଛି ରାମ ଲାଲା ଙ୍କ ମନ୍ଦିର। ଅଯୋଧ୍ୟା ମନ୍ଦିର ଭଳି ଏହାର ଫଟୋ ଚିତ୍ର ମଧ୍ୟ ଏକା ଭଳି ଦେଖା ଯାଇଛି।
୧୬ ଶହ ଫୁଟ ର ପାହାଡ଼ କଟା ଯାଇ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନୋଲୋଭା ଦୃଶ୍ୟ କୁ ଦେଖିଲେ ଆଖି ମଧ୍ୟ ଲାଖି ଯାଉଛି। ଶାନ୍ତ ପରିବେଶ ମଧ୍ୟରେ ଏହି ଭବ୍ୟ ମନ୍ଦିର ର ନିର୍ମାଣ କରାଯାଇଛି। ଏହାକୁ ନେଇ ଏବେ ନୟାଗଡ଼ ର ଚର୍ଚ୍ଚାରେ ଫତେପୂର ଗ୍ରାମ।
Special Report
ଆସନ୍ତା ୨୨ ତାରିଖରେ ଫତେଗଡ଼ କୁ ଆସିବେ ରାମଲାଲା। ମନ୍ଦିର ନିର୍ମାଣ କାମ ଏବେ ଦୃତ ଗତିରେ ଆଗେଇ ଚାଲିଛି।୨୨ ତାରିଖ ରେ ଏହି ମନ୍ଦିରର ନିର୍ମାଣ ହେବ ଆଉ ରାମଲାଲା ମଧ୍ଯ ଏହି ମନ୍ଦିରରେ ଦର୍ଶନ ଦେବେ।
ମନ୍ଦିରର ଦୃଶ୍ୟ ଦେଖିଲେ ମଧ୍ୟ ଆପଣଙ୍କ ଆଖି ସଂପୂର୍ଣ୍ଣ ଭାବରେ ଲାଖି ରହିଯିବ।ସ୍ଥାନୀୟ ଲୋକଙ୍କ ସହଯୋଗ ଓ ଶ୍ରୀ ରାମ ପରିଷଦ ର ସୁପରିଚାଳନା ରେ ଏହି ମନ୍ଦିର ର ନିର୍ମାଣ ମଧ୍ଯ ହୋଇ ସାରିଛି।
ଏହି ମନ୍ଦିର ନିର୍ମାଣ ବଉଳ ମାଳ ପଥରରେ ନିର୍ମାଣ କରାଯାଉଛି। ଜିଲା ର ବଛା ବଛା କାରିଗର ମାନେ ଗତ ଚାରି ବର୍ଷ ହେବ ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗି ରହିଛନ୍ତି। ଏହାପରେ ହିଁ ଯାଇ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଞ୍ଚି ଯାଇଛି।
ଏହାକୁ ନେଇ ଚାରିଦାଡେ ମଧ୍ଯ ଖୁବ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ମନ୍ଦିରର ଦୃଶ୍ୟ ଆପଣଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।