Movie prime

ଆସିଲା ପ୍ରବଳ ବର୍ଷା ସମ୍ଭାବନା ଦେଖନ୍ତୁ କେଉଁ ସବୁ ଜିଲ୍ଲାରେ ଛେଚିବ ବର୍ଷା ଏବେଠୁ ମିଳିଲା ସତର୍କ ସୂଚନା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି ତାହା ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special report
ପୁଣି ପାଗ ବଦଳିବାକୁ ଯାଉଛି । ପୁଣି ବର୍ଷା ଆସିବାକୁ ଯାଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି କି ପାଣିପାଗ ବଦଳିବାକୁ ଯାଉଛି ଆଉ ବର୍ଷା ହେବାକୁ ଯାଉଛି । 
ଶୀତ ସାଙ୍ଗକୁ ବର୍ଷା ହୋଇଥିଲା । ଆଉ ସେତେବେଳେ ପାଗ ପୁରା କୋହଲା ଥିଲା । ସବୁଆଡେ ଥଣ୍ଡା ଥଣ୍ଡା ପାଗ ଥିଲା । ସକାଳ ହୋଇଥିଲେ ମଧ୍ୟ ସନ୍ଧ୍ୟା ଭଳି ଲାଗୁଥିଲା ଏଣେ ସେମିତି ପାଗ ଆସିବାକୁ ଯାଉଛି ।
Special report
ଏମିତି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଉତ୍ତର ଅଭ୍ୟନ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । 
୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୧,୨,୩,୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଶୀତ ଯୋଗୁଁ ଲୋକମାନେ ହଇରାଣ ହେଉଥିବା ବେଳେ ଏବେ ପୁଣି ପୁରା ଓଡ଼ିଶା ଭିଜିବ ବୋଲି ଆସିଛି ଖବର ।
Special report
ରାଜ୍ୟର କିଛି ଜିଲ୍ଲାରେ ବର୍ତ୍ତମାନ ଘନ କୁହୁଡି ଦୃଷ୍ଟିମାନ ହେଉଛି । ଯେଉଁ କାରଣରୁ ମୁହଁ କୁ ମୁହଁ ଦିଶୁ ନାହିଁ । ତାପମାତ୍ରା ପାରଦ ତଳେ ରହୁଛି । ଆଉ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ସୁନ୍ଦରଗଡ଼ ଜିଲ୍ଲାର ତାପମାତ୍ରା କମ୍ ଅଛି ।
ସୁନ୍ଦରଗଡ଼ ଜିଲ୍ଲାର ତାପମାତ୍ରା ୮ ଡିଗ୍ରୀ ତଳକୁ ଖସିଛି । ଏବେ ରାଜ୍ୟରେ ଅଧିକ ଜାଡ ହେଉଛି । ରାଜ୍ୟରେ ଯେତେବେଳେ କୁହୁଡି ବଢୁଛି, ଥଣ୍ଡା ବଢୁଛି ସେତେବେଳେ ଆଉ ଏକ ଖବର ଆସିଛି ଯାହା ଶୁଣି ଲୋକମାନେ ଅନେକ କଥା କଥା ଭାବୁଛନ୍ତି ।
ଶୀତ ଏତେ ମାତ୍ରାରେ ହେଉଥିବା ବେଳେ ଏବେ ପୁଣି ବର୍ଷା ଆସିବାକୁ ଯାଉଛି । ବର୍ଷା ଆସିବାକୁ ଯାଉଛି । ଆଉ ମାତ୍ର ଗୋଟିଏ ଦିନ ପରେ ରାଜ୍ୟରେ ଆରମ୍ଭ ହୋଇଯିବ ତୁହା କୁ ତୁହା ବର୍ଷା । ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଛେଚିବ ।