Movie prime

ଆସିଲା ପ୍ରବଳ ବର୍ଷା ଦେଖନ୍ତୁ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁକିଛି ଖବର ପାଇ ପାରୁଛନ୍ତି । ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଜାଣିପାରିବେ । ପାଣିପାଗ ଆଜିଠୁ ବଦଳି ଯିବ ।
Special report
ଏବେ ସାରା ରାଜ୍ୟରେ ଶୀତ ଅନୁଭୂତ ହେଉଛି । ଏବେ ଖବର ଆସିଛି କି ଶୀତ କମିବାକୁ ଯାଉଛି ଆଉ ଏହାସହ କୁହୁଡି ମଧ୍ୟ କମିଯିବ । ଆଉ ବର୍ଷା ହେବ । ଏହା ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଥିଲା । 
ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲା କି ଫେବୃଆରୀ ମାସ ଆରମ୍ଭରୁ ବର୍ଷା ହେବ । ଆଉ ବର୍ଷା ଫେବୃଆରୀ ମାସ ୧,୨,୩, ଏବଂ ୪ ତାରିଖରେ ହେବ ବୋଲି ସୂଚନା ମିଳିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଆଜି ଠାରୁ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା।
ଆଉ ଆଜିଠାରୁ ବର୍ଷା ହେବାର ସମ୍ଭାବନା ଆସିଛି । ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଓଡ଼ିଶା ଦକ୍ଷିଣ ଉପକୂଳ, କେନ୍ଦ୍ରୀୟ ଏବଂ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଅଛି ।
Special report
ଏବେ ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ସ୍ୱାଭାବିକ ବର୍ଷା ହେବ, ଅଦିନିଆ ବର୍ଷା ହେବ ଆଉ ରାତିରେ ଗରମ ବି ବଢିବ । ଶୀତ ଆଉ ଅନୁଭୂତ ହେବ ନାହିଁ । ଜାତୀୟ ପାଣିପାଗ ବିଭାଗ ଏଭଳି ସବୁ ପୂର୍ବାନୁମାନ କରିଛି ।
ଫେବୃଆରୀ ମାସରେ ଶୀତ କମିଯିବ ବା ଶୀତ ବିଲକୁଲ ହେବ ନାହିଁ । ଓଡ଼ିଶାରେ ଏଭଳି ପାଗ ରହିବ ଅଧିକାଂଶ ଜିଲ୍ଲାରେ ବୋଲି ଜଣାପଡିଛି । ଆଜିଠାରୁ ଚାରି ରୁ ପାଞ୍ଚ ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବ ।
ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ବର୍ଷା ହେବ ବୋଲି ଜଣାପଡିଛି । ଆଜି ଆଉ କାଲି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରେ ବର୍ଷା ହୋଇପାରେ।
ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଏବଂ ଢେ଼ଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ଆଜି କିଛି ଅଞ୍ଚଳରେ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା ।