Movie prime

ଆସିଲା ପ୍ରବଳ ବର୍ଷା ଦେଖନ୍ତୁ ଏହି ୭ଦିନ ଘରୁ ନବହାରିବାକୁ ମିଳିଲା ନିର୍ଦ୍ଦେଶ ଦେଖନ୍ତୁ କେଉଁ କେଉଁ ଜିଲ୍ଲା

 
Special report
ନମସ୍କାର ପାଠ୍ୟକ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ହଠାତ ବଦଳି ଯିବ ପାଗ। କମିବ ଦିନର ତାପମାତ୍ର। ଖରା ତାତିରୁ ଆଶ୍ୱସ୍ତି ଆଣିଦେବ ବର୍ଷା। ୬ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
Special report
ପଶ୍ଚିମା ଝଡ ଗୁରୁଚାପ ବଳୟରେ ପାଗ ବଦଳିବ। ଗୁରୁଚାପ ବଳୟ ଯୋଗୁଁ ଜଳୀୟବାଷ୍ପ ଏହା ପଶ୍ଚିମ ପଟରୁ ଆସୁଥିବା ଶୁଷ୍କ ପବନ ସଂସ୍ପର୍ଶରେ ଆସିବ ଓ ବର୍ଷା କରେଇବାର ସମ୍ଭାବନା ରହିଛି। 
କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେଇପାରେ। ଆଜି ଉପକୂଳ ଜିଲ୍ଲା ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗୁଡିକରୁ ଗୋଟିଏ
Special report
କିମ୍ୱା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ୟୋଲ ୱାରଙ୍ଗି ଜାରି କରିଛି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। 
ସେହିପରି ଆସନ୍ତା କାଲି ଉତ୍ତର ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡିରେ ବର୍ଷା ହେବାର ସମ୍ଭାବନା ରହିଛି।
୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ଦିନର ତାପମାତ୍ରା କମିବ। କିନ୍ତୁ ରାତିର ତାପମାତ୍ର କୌଣସି ପରିବର୍ତ୍ତନ ଆସିବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.