Movie prime

ପ୍ରବଳ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା, ବୋହିବ୍ ୧୨୦ କିମି ବେଗରେ ରେ ପବନ.. ସତର୍କ ରହିବାକୁ ନିର୍ଦ୍ଦେଶ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏଥର ଦଶହରା ରେ ଭିଜିବ ସାରା ଓଡ଼ିଶା।ଆଜି ଠାରୁ ଆରମ୍ଭ ହେବାକୁ ଯାଉଚି ଦୁର୍ଗା ପୂଜା।ହେଲେ ଏବେ ଠାରୁ ଚିନ୍ତା ରେ ପଡ଼ି ଛନ୍ତି ପୂଜା କମିଟି।ଏହାର କାରଣ ହେଉଛି ଆଜି ଠାରୁ ହେବାକୁ ଯାଉଛି ଏକ ବଡ ଲଘୁଚାପ।ଧୀରେ ଧୀରେ ଏହା ବାତ୍ୟା ର ରୂପ ନେଇ ପାରେ।
Special report
ଆପଣ ମାନେ ସମସ୍ତେ ଜାଣି ଥିବେ ଅକ୍ଟୋବର ମାସ କୁ ବାତ୍ୟା ର ମାସ ବୋଲି କୁହା ଯାଇ ଥାଏ।ପ୍ରତିବର୍ଷ ପ୍ରାୟ ଅକ୍ଟୋବର ମାସ ରେ ବାତ୍ୟା ହୋଇ ଥାଏ।ଏହା ଦ୍ବାରା ଅଧିକ ଲୋକ ଅସୁବିଧା ର ସମ୍ମୁଖୀନ ହୋଇ ଥାନ୍ତି।
ସୂଚନାନୁସାରେ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଛି ଏକ ବଡ ଲଘୁଚାପ।ଏହା ର ପ୍ରଭାବ ରେ ଆସନ୍ତା ୨୦ ତାରିଖ ରୁ ରାଜ୍ୟ କେତେକ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆଗକୁ ପୂଜା ରହିଛି।
ଯେଉଁଥି ପାଇଁ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତା ର ବିଷୟ ପାଲଟି ଯାଇଛି।ସବୁ କିଛି ଭସାଇ ନେଇ ପାରେ ଏଥର ର ବର୍ଷା।ଦୋକାନୀ ମାନଙ୍କ ମନ ରେ ଏବେ ଠାରୁ ବିଭିନ୍ନ ଆଶଙ୍କା ସୃଷ୍ଟି ହୋଇଛି।ଲୋକ ମାନଙ୍କୁ ଏବେ ଠାରୁ ସଚେତନ କରା ଯାଉଛି।
Special report
ଦଶହରା କୁ ନେଇ ଲୋକ ଙ୍କ ମନ ରେ ବହୁତ ଖୁସି ଥାଏ।ହେଲେ ଆଗରୁ ଯାହା ଆଶଙ୍କା କରା ଯାଇଥିଲା ଶେଷ ରେ ସେଇଆ ହେଲା ଏହି ଲଘୁଚାପ ଟି ବାତ୍ୟା ର ରୂପ ନେଇ ସାରିଛି।ଦଶହରା ବୁଲା ଓ ଯାତ୍ରା ଦେଖା ଏଥର ପୁରା ଫିକା ପଡି ଯିବ।
ଆସନ୍ତା କାଲି ଠାରୁ ବର୍ଷା ର ପରିମାଣ ବଢିବ।ପାଣିପାଗ ବିଭାଗ ର ସୂଚନା ଅନୁସାରେ ପ୍ରଥମେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ର ଜିଲ୍ଲା ଗୁଡ଼ିକ ରେ ବର୍ଷା ଦେଖିବାକୁ ମିଳିବ।ଏହା ପରେ ଅନ୍ୟ ଜିଲ୍ଲା ଗୁଡ଼ିକ ରେ ବର୍ଷା ର ପରିମାଣ ବଢିବ।
ବିଶେଷ କରି ଗଞ୍ଜାମ,ଗଜପତି,ରାୟଗଡ଼ା,ନବରଙ୍ଗପୁର କଟକ,କନ୍ଧମାଳ,ପୁରୀ,ଖୋର୍ଦ୍ଧା,ଢେଙ୍କାନାଳ,କେନ୍ଦ୍ରାପଡ଼ା
ଭଦ୍ରକ,ବାଲେଶ୍ଵର,ଯାଜପୁର,ମୟୂରଭଞ୍ଜ, ଏବଂ
କେଉଁଝର ଜିଲ୍ଲାରେ ଲଘୁଚାପ ପ୍ରଭାବ ରେ ବର୍ଷା ର ସମ୍ଭାବନା ଅଧିକ ରହିଛି।ହେଲେ ଆଗକୁ ଜଣା ପଡ଼ିବ ଏହି ଲଘୁଚାପ ଟି କେତେ ଦୂର ଆତଙ୍କିତ ହେବ କି ନାହିଁ।ବାତ୍ୟା ର ରୂପ ନେବ କି ନାହି ଜଣା ପଡ଼ିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.