Movie prime

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହି ସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଘରୁ ବାହାରିଲେ ହେବେ ହଇରାଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସୁଥିବା ଖବର ଜାଣିବାକୁ ପାଉଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ । ପାଣିପାଗ କେତେବେଳେ କେଉଁ ମୋଡ ନେବ ସେକଥା କିଏ ଜାଣିଛି । ଏବେ ପାଣିପାଗ ବିଷୟକୁ ନେଇ କିଛି ଖବର ଆସିଛି । 
ପାଣିପାଗକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି କି ଆଜି ଦିନ ପ୍ରବଳ ବର୍ଷା ହେବ । ଲୋକମାନେ ଘରୁ ବାହାରିବେ ନାହିଁ ବୋଲି ସେ କହିଛନ୍ତି ।
Special report
ଏହି ଖବର ସବୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଧୀରେ ଧୀରେ ଦୁର୍ବଳ ହେଉଛି ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦିନ ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ରାଜଧାନୀ ଭୁବନେଶ୍ଵରରେ ପ୍ରବଳ ବର୍ଷା ହୋଇଥିଲା । 
ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆଉ ଏହି ବର୍ଷା ପ୍ରଭାବରେ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଆପଣମାନେ ସମସ୍ତେ ତ ଅଞ୍ଚଳର ଖବର ବିଷୟରେ ଜାଣିପାରିବେ । ଏହି ଖବର ହେଉଛି କି ଶନିବାର ଦିନ ପ୍ରବଳ ବର୍ଷା ହୋଇପାରେ ।
Special report
ଶନିବାର ଦିନ ସନ୍ଧ୍ୟା ବେଳକୁ ବର୍ଷା ଟିକେ କମି ଯାଇପାରେ ବୋଲି ସୂଚନା ମିଳିଛି । ଏହାପରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ ଯାହାର ପ୍ରଭାବରେ ପୁଣି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଖବର ପାଣିପାଗ ବିଭାଗ ଦେଇଛି । 
ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଶୁକ୍ରବାର ଦିନ ଢେଙ୍କାନାଳରେ ୪୭ ମିଲିମିଟର ବର୍ଷା ହେଉଥିବାର ରେକର୍ଡ କରାଯାଇଥିଲା । ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଏହାସହିତ କଟକ, ବାରିପଦା, ଜଗତସିଂପୁର, ବଲାଙ୍ଗୀର, ନବରଙ୍ଗପୁର, ପାରଳାଖେମୁଣ୍ଡି, ବଲାଙ୍ଗୀର ସହରରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି ।