Movie prime

ଆସୁଛି ପ୍ରବଳ ବର୍ଷା ପାଣିରେ ଭାସିବ ଏହିସବୁ ଜିଲ୍ଲା ଦେଖନ୍ତୁ ପାଣିପାଗ ତରଫରୁ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପାଣିପାଗ ବିଷୟରେ ଜାଣିପାରିବେ । ସୋସିଆଲ ମିଡ଼ିଆରେ ଲୋକମାନେ ଏଭଳି ପାଣିପାଗ ବିଷୟରେ ସୂଚନା ପାଇପାରିବେ । ଏହି ଖବର ଏବେ ଲୋକମାନେ ପାଇପାରିବେ । ଆଗକୁ ଆସୁଛି ଆଉ ଏକ ବାତ୍ୟା ।
ଏବେ ଓଡିଶାବାସୀଙ୍କୁ ସାବଧାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ବଡ ବର୍ଷା ଆସୁଛି ବୋଲି ସେ ଖବର ଦେଇଛନ୍ତି । ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଆଉ ଏହା ସକ୍ରିୟ ହୋଇ ସରିଲାଣି । ସେଥିପାଇଁ ସମସ୍ତେ ସାବଧାନ ରୁହ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ।
ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ସମ୍ଭାବ୍ୟ ଲଘୁଚାପ ହେବ ବୋଲି ସୂଚନା ଦିଆଯାଉଛି । ଏହାସହ ଆଞ୍ଚଳିକ ପାଣିପାଗ ବିଭାଗ ଅନେକ ସୂଚନା ଦେଇଛି । 
Special report
ଏହି ସୂଚନା ଅନୁସାରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ଆଜି ମଧ୍ୟ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବ ବୋଲି ସତର୍କ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ଅନେକ ତଥ୍ୟ ବି ଦେଇଛି ।
ଆସନ୍ତା କାଲି ଠାରୁ ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା କାଲି ଠାରୁ ବର୍ଷା ପାଇଁ ୨୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ବୋଲି ଜଣାପଡିଛି । ଆସନ୍ତା କାଲି ଗଞ୍ଜାମ, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କଟକ, ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ହେବ ।
ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡଘଡି ହେବ ବୋଲି ସୂଚନା ମିଳିଛି । ୧୩ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ଆଉ ସଂଲଗ୍ନ ଓଡ଼ିଶାରେ ଅନେକ ପରିମାଣରେ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।
ଏହାସହ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଆଉ ଆସନ୍ତା ୧୯ ତାରିଖରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିପାରେ । ସେଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।