Movie prime

ଆସୁଛି ଦୁଇ ଦିନ ପ୍ରବଳ ବର୍ଷା ଦେଖନ୍ତୁ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ଏବେଠୁ ମିଳିଲା ସତର୍କ ସୂଚନା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁର୍ବଳ ହେଲା ବାତ୍ୟା ଓଡ଼ିଶାରେ ପଡିଲାନି ପ୍ରଭାବ। ତେବେ ଦୁଇଦିନ ପରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାନେଇ ଏହି ସବୁ ଜିଲ୍ଲାକୁ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Special Report
ତେବେ ଆଗକୁ କେଉଁ ଜିଲ୍ଲାକୁ କେତେ ପ୍ରତିସଦ ବର୍ଷା ହେବ, କେଉଁ କେଉଁ ଜିଲାକୁ ଏହାର ପ୍ରଭାବ ଅଧିକରୁ ଅଧିକ ମାତ୍ରା ରହିବ ଆସନ୍ତୁ ଜାଣିବା। ତେବେ ବନ୍ଧୁଗଣ ଆସନ୍ତା ୨୦ ଓ ୨୧ ତାରିଖରେ କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। 
ତେବେ ସୂଚନା ଅନୁଯାଇ ଓଡ଼ିଶାରେ ପଡ଼ିଲାନି ବାତ୍ୟାର ପ୍ରଭାବ ଦୃବଳ ହୋଇ ମଣିପୁର ଅଞ୍ଚଳ ଅଂଚଳରେ ଲଘୁଚାପରେ ପରିଣତ ହୋଇଛି ଯାହାଫଳରେ ରାଜ୍ୟରେ ଆସନ୍ତା ଦୁଇଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
Special Report
ସେପଟେ ପଶ୍ଚିମ ପଟୁ ଆସୁଥିବା ପୂର୍ବ ତରଙ୍ଗରେ ରାଜ୍ୟରେ ଶୀତ ମାତ୍ରାକୁ ରୋକୁଥିବା ବିଶେଷଣଜ୍ଞ କହିଛନ୍ତି ତେବେ ପଶ୍ଚିମା ଝଡ ପୂର୍ବ ବାୟ ପ୍ରଭାବରେ ରାଜ୍ୟରେ ୨୦ ଏବଂ ୨୧ ତାରିଖରେ କିଛି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।
୨୦ ତାରିଖରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।
Special Report
ସେହିଭଳି ୨୧ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ହାଲୁକା ବର୍ଷା ସମ୍ଭାବନା ରହୁଛି। 
ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, ଝାରସୁଗୁଡ଼ା, ଦେବଗଡ଼, ନବରଙ୍ଗପୁର, କଳାହାଣ୍ଡି ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆସନ୍ତା ୩ ରୁ ୪ ଦିନ ଯାଏ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ସୂଚନା ଅନୁଯାୟୀ, ବାତ୍ୟା ମିଧିଲି ବାଂଲାଦେଶ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡ଼ିନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.