Movie prime

ଆସୁଛି ପ୍ରବଳ ବର୍ଷା ସାବଧାନ ରୁହ ଏହିସବୁ ଜିଲ୍ଲା ଦେଖନ୍ତୁ କେଉଁ କେଉଁ ଜିଲ୍ଲାରେ ନାଦିବ ବର୍ଷା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶୀତରେ ଥରୁଛି ସାରା ଓଡ଼ିଶା। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା। ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧ ଡିଗ୍ରୀକୁ ଖସିଲା।
Special Report
ଥଣ୍ଡା ପ୍ରକୋପ ସାଙ୍ଗକୁ ଘନକୁହୁଡ଼ି ଲାଗି ରହୁଥିବାରୁ ରାତି ୩ରୁ ସକାଳ ୯ଟା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନି। ଶୀତ ପ୍ରବାହରେ ଅନେକ ସ୍ଥାନରେ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି ଏବଂ ଏଥିପାଇଁ ଲୋକମାନଙ୍କୁ ଯିବା ଆସିବା ପାଇଁ ମଧ୍ୟ ଅସୁବିଧା ହେଉଛି। 
ଏହି ଶୀତଋତୁରେ ଲୋକମାନେ ପିକନିକ କରି ଏହି ଶୀତର ଖୁବ ମଜା ମଧ୍ୟ ଉଠାଉଛନ୍ତି। ସୂଚନା ଅନୁସାରେ, ଖସୁଛି ପାରଦ ତେଣୁ ବଢ଼ିବାରେ ଲାଗିଛି ଶୀତର ପରିମାଣ ଏବଂ ଶୀତର ପ୍ରବାହରେ ଥରୁଛି ସାରା ଓଡିଶା।
ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଟ୍ୱଇନ୍ସିଟିରେ ୧୩ ଡିଗ୍ରୀ ଛୁଇଁଲା ପାରଦ। ବର୍ତ୍ତମାନ ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ଥିବାବେଳେ କଟକରେ ୧୩.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି। 
Special Report
ଶୀତ ପ୍ରବାହରେ ଅନେକ ସ୍ଥାନରେ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି ଏବଂ ଏଥିପାଇଁ ଲୋକମାନଙ୍କୁ ଯିବା ଆସିବା ପାଇଁ ମଧ୍ୟ ଅସୁବିଧା ହେଉଛି। ଏହି ଶୀତଋତୁରେ ଲୋକମାନେ ପିକନିକ କରି ଏହି ଶୀତର ଖୁବ ମଜା ମଧ୍ୟ ଉଠାଉଛନ୍ତି।
ସେପଟେ ୬ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି। ୧୫ ଡିଗ୍ରୀ ତଳେ ରହିଛି ୨୩ ସହରର ତାପମାତ୍ରା। ଟ୍ବିନସିଟିରେ ୧୩ ଡିଗ୍ରୀ ଛୁଇଁଲା ପାରଦ। 
କିରେଇରେ ସର୍ବନିମ୍ନ ୮.୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କନ୍ଧମାଳରେ ୭ରୁ ୯ ଡିଗ୍ରୀ ଭିତରେ ରହୁଛି ପାରଦ। ଭୁବନେଶ୍ବରରେ ୧୩.୨ ଡିଗ୍ରୀ ଥିବାବେଳେ କଟକରେ ୧୩.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି।
ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୧୭ ତାରିଖରୁ ରାଜ୍ୟରେ ଥଣ୍ଡା କମିଯିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ୨୨ରୁ ୨୪ ତାରିଖ ଦୁଇଦିନ ଯାଏ ବର୍ଷା ସମ୍ଭାବନା ରହିଛି।