Movie prime

ରାତି ରେ ମୋଦୀ ଙ୍କ ଆସିଲା ଫୋନ୍...ଅପରାଜିତା ତମେ ଭୋଟ ରେ ହାରିଲେ ବି ମନ୍ତ୍ରୀ ହେବ

 
Jj
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ନିର୍ବାଚନ କୁ ଆଉ ମାତ୍ର ୩୦ ଦିନ ବାକି ରହିଲା।ଗାଁ ଠୁ ସହର ଯାଏଁ ଚାରି ଆଡେ଼ ପ୍ରଚାର ଜୋର୍ ସୋର ରେ ମାଡ଼ି ଚାଲିଛି।ତେବେ ଏହାରି ଭିତରେ ଭୁବନେଶ୍ୱର ସାଂସଦ ପଦ ରେ ରହିଥିବା ଅପରାଜିତା ଙ୍କୁ।
ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା। ଆଇ ଏ ଏସ ରୁ ରାଜନୀତି ରେ ପ୍ରବେଶ କରି ଥିବା ଅପରାଜିତା ଆଉ ପଛକୁ ଫେରି ଚାହିଁ ନାହାନ୍ତି।ତେବେ ବର୍ତ୍ତମାନ ସମୟ ରେ ତାଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳୁଚି।
Hj
ସୂଚନା ଅନୁସାରେ ଅପରାଜିତା ଏବେ କେବଳ ରାଜ୍ୟ ରେ ନୁହେଁ ଜାତୀୟ ସ୍ତର ରେ ମଧ୍ୟ ନିଜ ପ୍ରଚାର କରାଇ ଛନ୍ତି।ବିଜେପି ଦଳ ର ଅନେକ ବଡ ବଡ ନେତା ଙ୍କ ସହିତ ସେ ସାକ୍ଷାତକାର କରନ୍ତି।ତେବେ ଆଗକୁ ନିର୍ବାଚନ ଆସୁଛି।ତାଙ୍କୁ ପୁଣି ଠାରେ ବିଜେପି ଦଳ ରୁ ଭୁବନେଶ୍ୱର ସାଂସଦ ପାଇଁ ଟିକେଟ ମିଳିଚି।
ତେବେ ଭୁବନେଶ୍ୱର ବାସୀ ତାଙ୍କୁ ଆଗରୁ ଖୁବ୍ ପସନ୍ଦ କରୁଥିଲେ।ହେଲେ ବର୍ତ୍ତମାନ ସେଠାରେ ତାଙ୍କ କ୍ରେଜ୍ ବହୁତ କମି ଯାଇଛି।ଏବଂ ଏବେ ସେ ସେଠାରେ ନିର୍ବାଚନ ଜିତିବା ନେଇ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।
Jj
ତେବେ ତାଙ୍କ ବିପକ୍ଷ ରେ ରହୁଛନ୍ତି ସୁର ରାଉତରାୟ ଙ୍କ ସାନ ପୁଅ ମନ୍ମଥ ରାଉତରାୟ।ଯିଏ କି ଜିତି ଯିବେ ବୋଲି ଆଶା କରା ଯାଉଛି।ଅନ୍ୟ ପଟେ କଂଗ୍ରେସ ମଧ୍ୟ ଜଣେ ନାମୀ ଦାମୀ ରାଜନେତା ଙ୍କୁ ସେଠାରେ ପ୍ରାର୍ଥୀ କରିଚି।
ସେମାନେ ଅପରାଜିତା ଙ୍କ ଭୋଟ ଭାଙ୍ଗି ପାରନ୍ତି ବୋଲି ସୂଚନା ମିଳୁଚି।ତେବେ ଏହି ସମୟ ରେ କୁହା ଯାଉଚି କି ଅପରାଜିତା ଭୁବନେଶ୍ୱର ଜିତନ୍ତୁ କି ନ ଜିତନ୍ତୁ ତେବେ ସେ କେନ୍ଦ୍ର କୁ ମନ୍ତ୍ରୀ ରୂପେ ଯିବା ପୁରା ପକ୍କା ହୋଇ ଯାଉଚି।
ଏ ନେଇ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।ତାଙ୍କର ଏବେ କେନ୍ଦ୍ର ରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରହିଛି।ଆଗକୁ ମଧ୍ୟ ରହିବ।ତେବେ ଏହି ନିର୍ବାଚନ ରେ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରୁ କେଉଁ ଦଳ ବାଜି ମାତ୍ କରୁଚି ତାହା ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.