Movie prime

ଶେଷରେ ଦାମ ଙ୍କ ବିଷୟରେ କହିଲେ ମନୋରଞ୍ଜନ...ତାଙ୍କ ଇଣ୍ଟରଭିଉ ବେଳେ ସେ ମତେ ଗାଳି ଦେଇ ଥିଲେ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଭେଟେରାନ ରାଜନେତା ଦାମୋଦର ରାଉତଙ୍କ ପରଲୋକ ହୋଇଛି।
ଶୁକ୍ରବାର ସକାଳ ୫ଟା ୨୩ ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଦେହାନ୍ତ ନେଇ ପୁଅ ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି ।
Bh
ଦାମଙ୍କ ବ୍ରେନଡେଡ ହୋଇଥିବା ନେଇ ଗତକାଲି ପୁଅ ସୂଚନା ଦେଇଥିଲେ। ତାଙ୍କୁ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ହେଲେ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଦାମଙ୍କ ପରଲୋକ ହୋଇଥିବା ଖବର ଆସିଛି।
ବହୁଦିନ ଧରି ଦାମ ରାଉତ କି-ଡ-ନୀ ରୋ-ଗରେ ଆକ୍ରାନ୍ତ ଥିଲେ। ଗତ ୧୮ ତାରିଖରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ହୃ-ଦ-ଘା-ତ ଆସିଥିଲା।
Bh
ଏହାପରେ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସୂଚନା ଦେଇଥିଲେ। ତେବେ ବନ୍ଧୁଗଣ ବର୍ତମାନ ଗଣମାଧ୍ୟମ ସାକ୍ଷାତକାରରେ ଟେଲିଭିଜନ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ମିଶ୍ର ଦାମୋଦର ରାଉତଙ୍କୁ ନେଇ କହିଥିବାର ଦେଖିବାକୁ ମିଳିଛି।
ସେ କହିଛନ୍ତି ଦମ ବାବୁଙ୍କ ଭଳି ଜଣେ ବିରଳ ବେକ୍ତିତ୍ୱ କାମ ଦେଖିଛନ୍ତି ରାଜନୀତିରେ।ତାଙ୍କର କଥା କହିବାର ସାହସ ମନୋରଞ୍ଜନ ମିଶ୍ରଙ୍କୁ ଭଲ ଲାଗେ। ଦମ ବାବୁ ଆଜି ଯଦି ବଞ୍ଚିଥାନ୍ତେ ତାଙ୍କୁ ଯେତେ ପ୍ରଶ୍ନ ପଚାରିଥିଲେ ମଧ୍ୟ ମେଣ୍ଟ ସମ୍ପର୍କରେ ସେ କହିଥାନ୍ତେ।
ମନୋରଞ୍ଜନ ମିଶ୍ର ଟେଲିଭିଜନ ଜର୍ଣ୍ଣାଲିଷ୍ଟ ହିସାବରେ ଦାମ ଦାମ ବାବୁଙ୍କୁ ସବୁଦିନ ମନେରଖିବେ ବୋଲି କହିଛନ୍ତି। ଏବଂ "ଦାମ ବାବୁଙ୍କ ସହ ମୋର ବହୁତ ଗୁଡିଏ ସ୍ମୃତି ଅଛି, ସେ ମୋତେ ଲାଇଭ ଟେଲିଭିଜନରେ ଗାଳି କରିଛନ୍ତି"।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.