Movie prime

ଶେଷରେ ମେଣ୍ଟକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଅପରାଜିତା ଦେଖନ୍ତୁ କଣ କଲେ ସ୍ପଷ୍ଟ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ଆଉ ସବୁ ଅଞ୍ଚଳର ଏବଂ ରାଜନୀତିକୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି ।
ଆପଣମାନେ ଏବେ ମେଣ୍ଟକୁ ନେଇ ଯେଉଁ ସବୁ ଖବର ଆସୁଛି ତାହା ତ ଜାଣିଥିବେ । ଏବେ ମେଣ୍ଟକୁ ନେଇ ଅନେକ ନେତା ନିଜ ନିଜର ବୟାନ ଦେଇଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମେଣ୍ଟକୁ ନେଇ କହିଥିବା କଥା ଜାଣିପାରିବେ ।
Gy
ମେଣ୍ଟକୁ ନେଇ ଅପରାଜିତା ଦେଇଛନ୍ତି ବିସ୍ଫୋରକ ବୟାନ । ମେଣ୍ଟ ପାଇଁ ବିଜେଡି ଦଳ ପକ୍ଷରୁ ନିବେଦନ କରାଯାଇଥିଲା । କିନ୍ତୁ ବିଜେପି ଦଳ ପକ୍ଷରୁ ଏହି ନିବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ପରେ ମେଣ୍ଟ ଚର୍ଚ୍ଚା ବନ୍ଦ ହୋଇଛି । ଏହି ଭିତରେ ଏତିକି କଥା ସ୍ପଷ୍ଟ ହୋଇଛି ଯେ ବିଜେଡି ଆଉ ବିଜେପି ଦଳ ଏକାଠି ମିଶି ଲଢ଼ିବେ । 
ମେଣ୍ଟ ଚର୍ଚ୍ଚା ହେବା ଦିନ ଠାରୁ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କି ମେଣ୍ଟ ପାଇଁ ଦୁଇ ଦଳ ମଧ୍ୟରୁ କିଏ ବେଶି ଆଗ୍ରହୀ ଥିଲା ? ବିଜେଡି ନା ବିଜେପି କେଉଁ ଦଳ ପ୍ରଥମେ ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲା । ଏହିସବୁ ପ୍ରଶ୍ନ ଆସୁଥିବା ବେଳେ ଏହାର ଉତ୍ତର ମିଳିନାହିଁ ।
Gg
ଆଉ ଏହି ମେଣ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମେଣ୍ଟ ହେଉ ନାହିଁ ଜଣାପଡ଼ିବା ପରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିସ୍ଫୋରକ ବୟାନ ଦେଇଛନ୍ତି । ରାଜ୍ୟ ରାଜନୀତିରେ ମେଣ୍ଟକୁ ନେଇ ଚର୍ଚ୍ଚା ବନ୍ଦ ହେବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ରାଜ୍ୟ ସଭାପତି ଟୁଇଟ କରିବା ପରେ ସବୁ ସ୍ପଷ୍ଟ ହୋଇଯାଇଛି । ବିଜେପି ରାଜ୍ୟରେ ଏକାକୀ ଲଢିବ । ଆଉ ୨୧ ଲୋକସଭା ଆଉ ୧୪୭ ବିଧାନସଭାରେ ଦଳ ପ୍ରାର୍ଥୀ ଦେବ । ଏହା ଓଡ଼ିଶାବାସୀ ଚାହୁଁଥିଲେ । ବିଜେଡି ଦଳ ପକ୍ଷରୁ ଯାହା ନିବେଦନ ଆସିଥିଲା ତାହାକୁ ପ୍ରତ୍ୟାଖ୍ୟାନ କରାଯାଇଛି ।
ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ବିଜେପି ସଭାପତି ପୋଷ୍ଟ କରିଥିଲେ । ଆଉ ଏହାକୁ ରିପୋଷ୍ଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ମେଣ୍ଟକୁ ନେଇ ଆସିଥିବା କଥାରେ ବିଜେଡି ପକ୍ଷରୁ କୌଣସି ସୂଚନା ମିଳିନାହିଁ ।