Movie prime

ଆଠ ଦିନ ହେବ ଛୁଆ ଜନ୍ମ ହେଇଚି ହେଲେ ସ୍ତ୍ରୀ କୁ ଛାଡି ନୂଆ ପ୍ରେମିକା ସହ ବ୍ୟସ୍ତ ରହୁଚି ସ୍ଵାମୀ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ମହିଳାଙ୍କୁ ତାଙ୍କର ସ୍ୱାମୀ ଏହା କହି ଯାଇଥିଲେ କି ସେ ତାଙ୍କର କାମକୁ ଯାଉଛନ୍ତି ବୋଲି। ଆଉ କାମ ସାରିବା ପରେ ତାଙ୍କର ମାଆ ପୁଅଙ୍କ ନିକଟକୁ ଫେରି ଆସିବ ବୋଲି।
Special Report
ହେଲେ ସେ ଗଲେ ଯେ ଗଲେ ଆଉ କିନ୍ତୁ ସେଠାରୁ ଫେରି ନଥିଲେ। ସେଠାରେ ସେ ତାଙ୍କର ଫୋନ କୁ ମଧ୍ୟ ଅଫ କରି ଦେଇଛନ୍ତି। ତାଙ୍କର ପୁଅ ଜନ୍ମ ହେବାର ଆଠଦିନ ମଧ୍ୟ ହୋଇ ସାରିଲାଣି।
ଡାକ୍ତର ମଧ୍ୟ ତାଙ୍କୁ ମେଡିକାଲ ରୁ ଡିଶ୍ଚାର୍ଜ କରି ସାରିଲେଣି। ମାତ୍ର ମହିଳା ଜଣକ ତାଙ୍କର ସ୍ୱାମୀ କୁ ଯେତେ ଫୋନ କରିଲେ ମଧ୍ୟ ମହିଳା ଜଣକ ସ୍ୱାମୀ ଆଦୌ ହେଲେ ମଧ୍ଯ ଫୋନ ଉଠାଉ ନାହାଁନ୍ତି।
ଆଉ ଆଜି ଏତେ ଦିନ ପରେ ଫୋନ ଉଠାଇ ସେ ତାଙ୍କର ସ୍ତ୍ରୀ ଙ୍କୁ ଏହା କହୁଛନ୍ତି କି ସେ ଅନ୍ୟ ଏକ ସ୍ତ୍ରୀ ଙ୍କୁ ବିବାହ କରି ସାରିଛନ୍ତି। ତାଙ୍କୁ କିଏ ଆଶ୍ରୟ ଦେବ ବୋଲି କହି ମହିଳା ଜଣକ ଖୁବ କାନ୍ଦୁଛନ୍ତି
Special Report
ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଆଠ ଦିନର ଶିଶୁ ପୁତ୍ର କୁ ମାଆ ସହ ଛାଡ଼ି ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି।
ଡଲି ମଲ୍ଲିକ ୨୦୨୧ ମସିହା କେନ୍ଦ୍ରାପଡ଼ା ଜିଲ୍ଲା ,ଆଳି ବ୍ଲକ୍ , ଡିହ ସାହି ପଞ୍ଚାୟତରେ କେନ୍ଦୁଆପାଳ ଅଞ୍ଚଳର ଚନ୍ଦନ ମଲ୍ଲିକ ଙ୍କୁ ରୀତିନୀତି ଅନୁସାରେ ସେ ବିବାହ ମଧ୍ୟ କରିଥିଲେ।୧ ତାରିଖ ଦିନ ଡଲି ଙ୍କ ସେଠାରେ ପ୍ରସବ ମଧ୍ୟ ହୋଇଥିଲା।
ଏହାପରେ ତାଙ୍କୁ ଶାଶୁଘର ଲୋକମାନେ ହିଁ ମେଡିକାଲ ର ଛାଡ଼ି ପଳାଇ ଯାଇଛନ୍ତି। ମେଡିକାଲ ରେ ନିଜର ଛୁଆ କୁ ଧରି ସେ କାନ୍ଦୁ ଥିବାର ଦେଖିବାକୁ ମିଳିଛି। ତାଙ୍କ ଛୁଆ ମୁଁ ସଖି ସେଣ୍ଟର୍ ରେ ଭର୍ତି କରାଯାଇଥିବା ବେଳେ ମାଆ ଡଲି ମଲ୍ଲିକ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଖୁବ୍ ଚହଳ ମଧ୍ଯ ସୃଷ୍ଟି କରିଛି। ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।