Movie prime

ପିଣ୍ଟୁ ଙ୍କ ପରେ ଆଉ ଏକ କଳାକାର ଲିଭର ରୋଗ ରେ ହେଲେ ପୀଡ଼ିତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସବୁ ପ୍ରକାରର ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ତ ଜାଣିଥିବେ ।
ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଆଉ ସେ ଜୀବନ ମୃ-ତ୍ୟୁ ସହ ସଙ୍ଘର୍ଷ କରି କରି ଶେଷରେ ସେ ଓଡ଼ିଆ ସିନେ ଜଗତ ଏବଂ ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ।
ତାଙ୍କର ଅଭାବ ଅପୂରଣୀୟ । ତାଙ୍କର କମି କେହି ପୂରଣ କରିପାରିବେ ନାହିଁ । ଏହା ହେଉଛି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି । ଏବେ ଆଉ ଏକ ଦୁଃଖଦ ଖବର ଆସିଛି ଯାହା ଶୁଣିଲେ ଆପଣ ବି ଦୁଃଖ ପ୍ରକାଶ କରିବେ ।
ଆଉ ଜଣେ କଳାକାର ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଅବସ୍ଥା ବହୁତ ଖରାପ ଅଛି । ସେହି କଳାକାର ଜଣଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି ।
ଦୁଇଦିନ ପୂର୍ବରୁ ମେଡିକାଲ ଟେଷ୍ଟରୁ ଏହି ଖବର ଜଣାପଡିଛି । ଏବେ ଏହି ଅଭିନେତା ଜଣଙ୍କର ଘରେ ଚିକିତ୍ସା ଚାଲିଛି । ଏବେ ଏହି ଅଭିନେତା ଜଣକ ଡାଇଲେସିସରେ ଅଛନ୍ତି । ଏହି ଅଭିନେତା ଜଣଙ୍କୁ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । 
ସେ ଏବେ ବଙ୍ଗଳାଦେଶ ସରକାରଙ୍କ ସହିତ ମୋଜିକ୍ତ ମେକିଂ ଅଫ ନେସନ୍ ନିର୍ମାଣ କରିଛନ୍ତି । ବଙ୍ଗଳାଦେଶର ପ୍ରଥମ ରାଷ୍ଟ୍ରପତି ଉଦି ହୁ ରେହେମନଙ୍କ ଜୀବନ ଉପରେ ଆଧାରିତ ଅଛି ଏହି ଚଳଚ୍ଚିତ୍ର । ବିବାଦ କାରଣରୁ ଏହି ଫିଲ୍ମ୍ ରିଲିଜ୍ ହୋଇ ପାରିନାହିଁ ।
ଫିଲ୍ମ୍ ନିର୍ମାତା ଶ୍ୟାମ ବେଲିଗନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ତାଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଛି । ଏବେ ସେ ତାଙ୍କ ଘରେ ଚିକିତ୍ସିତ ହେଉଛନ୍ତି । ସେ ଜଣେ ଅଭିନେତା ଅଟନ୍ତି । ସେ ଅନେକ ଫିଲ୍ମ୍ ନିର୍ମାଣ କରିଛନ୍ତି । ଆଉ ସେ ୮ଟି ଜାତୀୟ ପୁରସ୍କାର ଜିତିଛନ୍ତି ।