Movie prime

ମୋ ସ୍ବାମୀ ଭଳି ଆଉ କେହି ମତେ ଟିକେ ବି ଶାରୀରିକ ସୁଖ ଦେଇ ପାରିବେନି, ମୁ କେବଳ ମୋ ସ୍ଵାମୀ ଙ୍କୁ ହିଁ ବାହା ହେବି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସାଉଥ୍ ଷ୍ଟାର ନାଗା ଚୈତନ୍ୟ ଓ ସାମନ୍ଥା ଙ୍କ ବିଷୟ ରେ ଭଲ ଭାବେ ଜାଣି ଥିବେ।ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଦର୍ଶକ ଦେଖିବାକୁ ପସନ୍ଦ କରନ୍ତି।ଫିଲ୍ମ କରୁ କରୁ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠି ଥିଲା।
Special report
ପରେ ସେମାନେ ବିବାହ ବନ୍ଧନ ରେ ଆବଦ୍ଧ ହୋଇ ଥିଲେ।ବିବାହର କିଛି ବର୍ଷ ସେମାନଙ୍କ ସମ୍ପର୍କ ରେ ସବୁ କିଛି ଠିକ୍ ରହିଥିଲା।କିନ୍ତୁ ଏହା ପରେ ସେମାନଙ୍କ ଭିତରେ କଳହ ହେବା ଆରମ୍ଭ ହେଲା।ଦୁହେଁ ନିଷ୍ପତି ନେଲେ ପରସ୍ପର ଠାରୁ ଅଲଗା ହେବେ ବୋଲି।ଆଉ ଶେଷ ରେ ସେପରି କଲେ।
ଏହା ପରେ ନାଗା ଚୈତନ୍ୟ ଅନ୍ୟ ଜଣେ ମହିଳା ଙ୍କ ସହିତ ଡେଟ କରୁଛନ୍ତି ବୋଲି ସବୁବେଳେ ଖବର ଆସିଲା।ଓ ଅନ୍ୟ ପଟେ ସାମନ୍ଥା ଏକ ରୋଗ ରେ ପୀଡ଼ିତ ହୋଇ ଫିଲ୍ମ ଦୁନିଆ ଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଗଲେ।ଆଜି ଏହି ଦୁଇ ଯୋଡି ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ଉଭୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏପରି କିଛି ଗତ କାଲି ପୋଷ୍ଟ କରିଛନ୍ତି ଯାହା ଦ୍ଵାରା ସେମାନଙ୍କ ପ୍ରଶଂସକ ମାନେ ପୁଣି ଥରେ କହିବା ଆରମ୍ଭ କରି ଦେଇଛନ୍ତି କି ଦୁହେଁ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି।
ଏହାକୁ ଶୁଣିଲା ପରେ ଅନେକ ଲୋକ ମାନେ ଖୁସି ହୋଇ ଯାଇଛନ୍ତି।ନିକଟ ରେ ସାମନ୍ଥା ନାଗା ଚୈତନ୍ୟ ଓ ଗୋଟିଏ କୁକୁର ସହିତ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ଏଥିରୁ ଜଣା ପଡ଼ୁଚି କି ସେ ତାଙ୍କ ସ୍ଵାମୀ ଙ୍କ ସହିତ ଆଉ ଥରେ ରହିବା ପାଇଁ ଚାହୁଁଛନ୍ତି।ଅନ୍ୟ ପଟେ ନାଗା ଚୈତନ୍ୟ ମଧ୍ୟ ନିଜ ସ୍ତ୍ରୀ ଓ ତାଙ୍କ କୁକୁର ସହିତ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଯାହାକୁ କି ସମସ୍ତେ ବହୁତ ଭଲପାଇବା ଦେଇଥିଲେ।
ସୂଚନା ଅନୁସାରେ ସାମନ୍ଥା ଯେତେବେଳେ ବିବାହ କରି ଆସି ଥିଲେ ସେ ତାଙ୍କ ସହିତ ଏକ କୁକୁର ନେଇ ନାଗା ଙ୍କ ଘର କୁ ଆସି ଥିଲେ।ହେଲେ ସେ ଯେତେବେଳେ ସେ ଘର ଛାଡ଼ି ଗଲେ
 ସେତିକି ବେଳେ ତାଙ୍କ କୁକୁର କୁ ନେଇ ଯାଇଥିଲେ।ଯାହା ସମସ୍ତଙ୍କୁ ଦୁଃଖ ଦେଇ ଥିଲା।ଏବେ ଦେଖିବାକୁ ବାକି ରହିଲା ଏହି ଉଭୟ ଯୋଡି କେବେ ପରସ୍ପର ର ନିକଟ ତର ହେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.