Movie prime

ମୋ କଲିକତା ରେ ମୋତେ ଛାଡ଼ି ଆଉ କାହାର ଦମ୍ ନାହିଁ ଯେ ଜିତିବ, ସବୁ ଙ୍କୁ ଖୋଲା ଚାଲେଞ୍ଜ କଲେ ମମତା...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେପି ବଦଳରେ ଏବେ ମମତା ଙ୍କ ଟାର୍ଗେଟ ରେ ରହିଛି କଂଗ୍ରେସ।୪୦ ଆସନ ଆଉ ଜିତି ପାରିବନି ହାତ ଦଳ। ପୂର୍ବରୁ ଆସନ ଭାଗ ବଣ୍ଟା ନେଇ ଦୁଇ ଦଳ ମଧ୍ୟରେ ଲାଗି ରହିଛି ବିବାଦ।
Special report
ବିଭିନ୍ନ ସମୟରେ ଇଣ୍ଡିଆ ମେଣ୍ଟ ରେ କୌଣସି ନା କୌଣସି କାର୍ଯ୍ୟ କୁ ନେଇ ଲାଗି ରହିଛି ବିବାଦ। ମମତା ବାନାର୍ଜୀ ମଧ୍ଯ ପଶ୍ଚିମ ବଙ୍ଗ ରୁ ଏକା ଲଢିବା ପାଇଁ ଘୋଷଣା କରିଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଏବେ ଏହା ଘୋଷଣା କରି ସାରିବା ପରେ ମମତା କଂଗ୍ରେସ କୁ ଟାର୍ଗେଟ କରିଛନ୍ତି। ଆଉ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ରେ କଂଗ୍ରେସ୍ ୪୦ ଟି ଆସନ ଜିତି ପାରିବ କି ନାହିଁ ବୋଲି ଏବୃ ମଧ୍ୟ ସନ୍ଦେହ ଆସୁଛି।
ମମତା ଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ DMC ପଶ୍ଚିମବଙ୍ଗ ରେ ଏକା ଲଢ଼ିବା ପାଇଁ ଲାଗିଛି। ମମତା ବାନାର୍ଜୀ ଏବେ କଂଗ୍ରେସ୍ ଉପରେ ବର୍ଷୀ ଥିବା ନଜର ଆସିଛନ୍ତି।
Special report
ସେ କହିଛନ୍ତି କି ଆଗମୀ ନିର୍ବାଚନରେ କଂଗ୍ରେସ ୩୦୦ ଆସନରୁ ୪୦ ଆସନ ଜିତି ପାରିବ କି ନାହିଁ ଏହା ସବୁଠାରୁ ବଡ଼ ସନ୍ଦେହ। ଏବେ ଏହା ମଧ୍ୟ କୁହା ଯାଇଛି କି ଇଣ୍ଡିଆ ମେଣ୍ଟ ରେ ମଧ୍ୟ ଫାଟ ସୃଷ୍ଟି ହୋଇ ସାରିଛି।
ଲୋକେ କହିଛନ୍ତି କି ଏତେ ଅହଙ୍କାର କଣ ପାଇଁ ଯଦି ସାହାସ ଅଛି ତେବେ ବାରଣାସୀ ରେ ଭାଜପା କୁ ହରାଇ ଦେଖାଇ ଦିଅନ୍ତୁ। ଏବେ ମମତା ବାନାର୍ଜୀ କଂଗ୍ରେସ୍ କୁ ଟାର୍ଗେଟ କରିଥିବା କଥା ତାଙ୍କ ଭାଷଣରୁ ଜଣା ପଡିଛି।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ଯ ଏହାର ଖୁବ୍ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ଏହି ଭିଡିଓ କୁ ଦେଖିବା ପରେ ଅନେକ ଲୋକ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ଏହି ଭିଡିଓ କୁ ଦେଖିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ କି ଆପଣଙ୍କୁ ମମତା ବାନାର୍ଜୀ ଙ୍କ କଥା କିପରି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।