Movie prime

ଆଉ କିଛି ଦିନ ଭିତରେ ସବୁ ଦିନ ପାଇଁ ବନ୍ଦ୍ ହେବ GMAIL...ବନ୍ଦ୍ ହେବ ଆଗରୁ..ଜରୁର ଏହାକୁ ଜଲଦି ବଦଳାଇ ଦିଅନ୍ତୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଗଷ୍ଟ ରେ ବନ୍ଦ୍ ହୋଇଯିବ Gmail। ଜି- ମେଲ କୁ ନେଇ କଣ କହିଲା କମ୍ପାନୀ ସେ ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ଜି- ମେଲ ରୁ ଆଉ କରି ହେବନି ଇମେଲ।
Special report
ବନ୍ଦ ହୋଇଯିବ ଜି- ମେଲ ଏହି ଖବର ପ୍ରଚାର ହେବା ପରେ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ଲାଗି ରହିଛି। ଚଳିତ ବର୍ଷ ଗୁଗଲ ର ଲୋକପ୍ରିୟ ଜି- ମେଲ ସେବା ବନ୍ଦ୍ ହୋଇ ଯିବ। ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ,
ଏବେ ଏନେଇ ଯବାବ ରଖିଛି ଗୁଗଲ। କମ୍ପାନୀ ଏହି ସେବାକୁ ବନ୍ଦ୍ କରୁନାହିଁ ବୋଲି ଏକ୍ସ ପୋଷ୍ଟ ଯୋଗେ ସୁଚନା ପ୍ରଦାନ କରିଛି। ନିକଟରେ ସୋସିଆଲ ମିଡ଼ିଆ ପ୍ଲାଟ ଫର୍ମ ରେ ଜି- ମେଲ ବ୍ଯବହାରକାରୀ ଙ୍କୁ ସମ୍ବୋଧିତ ହୋଇଥିବା ଏକ ସ୍ବତନ୍ତ୍ର ସ୍କ୍ରିନ ସଟ ସେୟାର ହୋଇଥିଲା।
ଯେଉଁଥିରେ ଦର୍ଶା ଯାଇଥିଲା କି ଚଳିତ ବର୍ଷ କମ୍ପାନୀ ଏହି ଜି- ମେଲ ସେବା କୁ ବନ୍ଦ କରିବାକୁ ଯାଉଛି। ଅଗଷ୍ଟ ପରେ ଜି- ମେଲ ଆଉ ସେଣ୍ଡ,ରିଶିଭ ଓ ଷ୍ଟୋର କରିବାରେ ସମର୍ଥ ହେବ ନାହିଁ।
Special report
ଏହି ପୋଷ୍ଟ ରେ ଏହା ମଧ୍ୟ ଲେଖା ଥିଲା କି ବର୍ଷ ବର୍ଷ ଧରି ଲୋକ ମାନଙ୍କୁ ନିରବଚ୍ଛିନ୍ନ ଭାବରେ ଲୋକ ମାନଙ୍କୁ ସେବା ଯୋଗାଇବା ପରେ ଜି- ମେଲ ର ଯାତ୍ରା ଏବେ ଶେଷ ହେବାକୁ ଯାଉଛି।
ଅଗଷ୍ଟ ୧ ସୁଦ୍ଧା ଜି- ମେଲ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯିବ। ଏହି ସ୍କ୍ରିନ ସଟ ଏକ୍ସ୍ ପ୍ଲାଟଫର୍ମ ରେ ପ୍ରବଳ ମାତ୍ରାରେ ସେୟାର ହୋଇଥିଲା। ଏନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା।
ଲୋକମାନେ ଏହାର ବନ୍ଦ୍ ହେବାର ବିଭିନ୍ନ କାରଣ ସମ୍ପର୍କରେ ମଧ୍ୟ କହୁଥିଲେ। ହେଲେ ଗୁଗଲ ନିଜର ପ୍ରତିକ୍ରିୟା ରଖି ଜି- ମେଲ ବନ୍ଦ ହେବାକୁ ଖଣ୍ଡନ କରିଛି।ଜି- ମେଲ ସେବା ବନ୍ଦ କରାଯାଉ ନାହିଁ କେବଳ ଜି- ମେଲ ର HTML ଭର୍ସନ କୁ ବନ୍ଦ କରାଯାଇଅଛି।
ଏହା ଜାନୁଆରୀ ମାସରୁ ବନ୍ଦ ହୋଇ ସାରିଛି। ମାତ୍ର ଜି- ମେଲ ବନ୍ଦ୍ ହେବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି କମ୍ପାନୀ। ସେଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ କାରଣ ଜି- ମେଲ ବନ୍ଦ୍ ହେବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.