ନାବାଳିକାକୁ ଲ-ଙ୍ଗଳା କରି ଭିଡିଓ ରେକର୍ଡ କରୁଛନ୍ତି ଆଶ୍ରମ ବାବା ଦେଖନ୍ତୁ ସାମ୍ନାକୁ ଆସିଲା ବଡ ସତ
Sep 6, 2023, 20:21 IST
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତ ରେ ଲୋକମାନେ ଧର୍ମ କୁ ବହୁତ ବିଶ୍ୱାସ କରିଥାନ୍ତି। ଯେଉଁ କାରଣରୁ ଧର୍ମ ନାଆ ରେ ଅନେକ ଲୋକଙ୍କ ଠକାମୀର ଶିକାର ହୋଇଥାନ୍ତି।
କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ନିଜକୁ ବାବା ଆଖ୍ୟା ଦେଇ ଲୋକ ମାନଙ୍କ ଇଜ୍ଜତ ଓ ପଇସା ସହିତ ଖେଳିଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଭଣ୍ଡ ବାବାଙ୍କ କାରନାମା ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ଯାହା ଜାଣିଲେ ହୁଏତ ଆପଣ ବିଶ୍ୱାସ କରିପାରିବେ ନାହିଁ।
ତେବେ ବନ୍ଧୁଗଣ ପୁରୀର ଗୋଟେ ଆଶ୍ରମର ଜଣେ ବାବା ଯିଏକି ଜନ୍ମରୁ ସନ୍ନ୍ୟାସ। ବାବା ଜଣକ ଜଣେ ନାବାଳିକା ଝିଅକୁ ତାର ପରିବାର ଠାରୁ ଦୂରେଇ ନିଜ ପାଖରେ ରଖିଥିଲେ। ବାବା ଜଣକ ନାବାଳିକା ଝିଅକୁ ମନ୍ତ୍ର ଦେବା ନାମ ରେ ତାକୁ ଉ-ଲ-ଗ୍ନ କରି ତାହା ସହିତ ସେଲ୍ଫି ଉଠାଇଥିଲେ।
ଆଉ ସେହି ଫଟୋ କୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ। ତେବେ ବନ୍ଧୁଗଣ ଏହି ନାବାଳିକା ଜଣକ ରଥ ଯାତ୍ରା ସମୟରେ ପୁରୀରେ ନିଖୋଜ ହୋଇଯାଇଥିଲେ।
ଏହାପରେ ନାବାଳିକାକୁ ଏହି ବାବା ଜଣକ ପୁଅ ବେଶ କରି ନିଜ ଆଶ୍ରମରେ ରଖିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଗତ ପନ୍ଦର ଦିନ ପୂର୍ବରୁ ନବଳିକାଙ୍କ ପରିବାର ଲୋକେ ତାଙ୍କ ଝିଅର ଉ-ଲ-ଗ୍ନ ଫଟୋ ଦେଖିଥିଲେ।
ଆଉ ଏହାସହିତ ସେହି ବାବାଙ୍କୁ ମଧ୍ୟ ଦେଖିଥିଲେ। ଯାହାଫଳରେ ପରିବାର ଲୋକେ ପୁରୀର ସେହି ଆଶ୍ରମକୁ ଯାଇ ଖୋଜା ଖୋଜି କରିଥିଲେ। ତେବେ ବନ୍ଧୁଗଣ ଏହି ଝିଅଟିର ଘର ହେଉଛି କଟକ ଜିଲ୍ଲା ନରସିଂହପୁର କୋକଳଦା ଗାଁ ରେ।
ଆଉ ଏହି ନାବାଳିକାକୁ ପୁରୀ ଘାଟରେ ଥିବା କୃଷ୍ଣକୃପା କୁଟୀରରେ ବାବା ଜଣକ ରଖିଥିଲେ। ଆଉ ନାବାଳିକା କୁ ପାଖରେ ରଖି ତାହାର ଉ-ଲ-ଗ୍ନ ଫଟୋ କୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ତେବେ ଏନେଇ ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ତେବେ ବନ୍ଧୁଗଣ ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ କେଉଁ ମୋଡ଼ ନେଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ଦେଖି ଲୋକମାନେ ଖୁବ୍ ନିନ୍ଦା କରୁଛନ୍ତି।