Movie prime

ବାବୁସାନ ମହାନ୍ତି ଙ୍କ ଘରେ ପହଞ୍ଚିଲେ ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଦେଖନ୍ତୁ ଅପରାଜିତା ମହାନ୍ତି ଙ୍କ ସହ ଏକ ସୁନ୍ଦର ମୁହୂର୍ତ୍ତ

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ
ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି।ବାବୁଶାନ୍ ଦମନ ଚଳଚ୍ଚିତ୍ର ରେ ମଧ୍ୟ ବହୁତ ସମ୍ମାନ ଆଉ ଭଲ ପାଇବା ପାଇଛନ୍ତି।
ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ବାବୁଶାନ୍ ଏବଂ ଝିଲ୍ଲିକ୍ ବହୁତ ସୁନ୍ଦର ଅଭିନୟ କରିଥାନ୍ତି।ଦୁଇ ଜଣ ଏକାଠି ଓଡ଼ିଆ ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି।
ଦର୍ଶକ ମାନଙ୍କୁ ବାବୁଶାନ୍ ଏବଂ ଝିଲ୍ଲିକ୍ ଙ୍କ ଯୋଡ଼ି ବହୁତ ପସନ୍ଦ ଆସିଥାଏ।ବାବୁଶାନ୍ ଏବଂ ଝିଲ୍ଲିକ୍ ସୁପର ମିଛୁଆ, ଲେଖୁ ଲେଖି ଲେଖିଦେଲି ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ।
କେବଳ ସେତିକି ନୁହେଁ ଅଭିନେତ୍ରୀ ଝିଲିକ୍ ଅଭିନେତା ଅମ୍ଳାନ ଙ୍କ ସହିତ ଟାର୍ଗେଟ୍ ଫିଲ୍ମ ରେ ନଜର ଆସିଥିଲେ।ସେହିପରି ଝିଲିକ ଜ୍ୟୋତି ରଞ୍ଜନ,ଅନୁଭବ ଙ୍କ ସହିତ ଅଭିନୟ କରିଛନ୍ତି।
ଦର୍ଶକମାନଙ୍କ ଠାରୁ ଭଲ ପାଇବା ପାଇଛନ୍ତି।ଚଳଚ୍ଚିତ୍ର ଗୁଡିକ ସୁପର ହିଟ ମଧ୍ୟ ହୋଇଥିଲା।ବର୍ତମାନ ଏକ ଭିଡିଓ ବହୁ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ଘରକୁ ଯାଇଛନ୍ତି।ଏବଂ ଅନେକ ଫଟୋ ଦେଖିବାକୁ ମିଳିଛି।ଅଭିନେତ୍ରୀ ଅପରାଜିତା ଙ୍କ ସହିତ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ କଥାବାର୍ତା ହେଉଛନ୍ତି।
ବାବୁଶାନ୍,ଅପରାଜିତ ଏବଂ ଉତ୍ତମ ମହାନ୍ତି ଙ୍କ ସହିତ ଝିଲ୍ଲିକ ଫଟୋ ଉଠାଇଛନ୍ତି।ଅନେକ ଦିନ ପରେ ବାବୁଶାନ୍ ଏବଂ ଅଭିନେତ୍ରୀ ଝିଲ୍ଲିକ ଙ୍କୁ ଏକାଠି ଦେଖିବାକୁ ମିଳିଛି।
ଦର୍ଶକ ମାନେ ଫଟୋ ଗୁଡ଼ିକ ଦେଖି ବହୁତ ଖୁସି ମଧ୍ୟ ହେଉଛନ୍ତି
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.