Movie prime

ବାପା ବାବୁଶାନ୍ ମହାନ୍ତି ଙ୍କ ଠାରୁ ପୁଅ ଗୁଆନ ବେଶୀ ଦୁଷ୍ଟ ଦେଖନ୍ତୁ କେମିତି !! ସୋସିଆଲ ମିଡିଆରେ VIRAl ହେଉଛି ଏହି ସୁନ୍ଦର ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ। ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।
Special report
ବନ୍ଧୁଗଣ ଆପଣ ମାନେ ସମସ୍ତେ ବାବୁସାନଙ୍କର ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ। ବାବୁସାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି। 
ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି। ତେବେ ବନ୍ଧୁଗଣ ଚଳିତ ବର୍ଷ ବାବୁସାନଙ୍କ ଦମନ ଫିଲ୍ମ ଆସିବା ପରେ ତାଙ୍କର ଲୋକପ୍ରିୟତା କେବଳ ଓଡିଶା ନୁହେଁ ଭାରତରେ ବି ବଢିଯାଇଛି।ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ୍ ମିଡିଆରେ ନଜର ଆସିଲେ ବାବୁଶାନ୍ ଓ ତାଙ୍କ ପୁଅ।
Special report
ଯାହାକି ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଛି। ଯେଉଁଥିରେ ବାବୁସାନ ନିଜ ପୁଅ ଗୋଆନ ସହ ଖେଳୁ ଥିବାର ନଜର ଆସୁଛନ୍ତି। ପୁଅ କିପରି ଖୁସି କରିବେ ସେ ନେଇ ମଜାଳିଆ ଢଙ୍ଗରେ ନକଲ କରୁଛନ୍ତି ବାବୁଶାନ୍। 
ଯାହା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ନିଜର ୨ବର୍ଷର ପୁଅ ସହ ମିଶି ଖେଳୁଛନ୍ତି ବାବୁସାନ। ଏନେଇ ନିଜ ସୋସିଆଲ ମିଡିଆରେ ଭିଡିଓ ଫୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଗୁଆନ ସହ ବେଶ ଖୁସିରେ ମସ୍ତି କରୁଛନ୍ତି।
Special report
ଆଉ ପୁଅ ସହ କଥା ହୋଇ ଗୀତ ଗାଉଛନ୍ତି। ବାପାଙ୍କ କଥା ଶୁଣି ବାପାଙ୍କ ଭଳି ନକଲ କରିବାକୁ ଚେଷ୍ଟା କରୁଛି ଗୁଆନ। ପତ୍ନୀ ତୃପ୍ତି ଏହି ଭିଡିଓଟି ବନାଇଥିବା ବେଳେ ବାବୁସାନ ନିଜ ଫେସବୁକ ଏବଂ ଇନଷ୍ଟ୍ରଗ୍ରାମରେ ସେୟାର କରିଛନ୍ତି। 
ଏବଂ ଏଥିରେ କ୍ୟାପସନ ରେ ଲେଖିଛନ୍ତି ବାପା ହେବା ଗୋଟିଏ କଥା, ଆଉ ବାପା ହୋଇ କର୍ତ୍ତବ୍ୟ କରିବା ଆଉ ଗୋଟିଏ କଥା। ତେବେ ବନ୍ଧୁଗଣ ଫିଲ୍ମରୁ ବିରତି ନେଇ ନିଜ ଗୁଆନ ସହ ସମୟ ବିତାଉଛନ୍ତି ବାବୁସାନ।
ବନ୍ଧୁଗଣ ସାଙ୍ଗରେ ପତ୍ନୀ ତୃପ୍ତି ନଜର ଆସୁନଥିବା ବେଳେ ଭିଡିଓଟି ପୋଷ୍ଟ ପରେ ସେ ଏହାକୁ କ୍ୟାପଚର କରିଥିବାରୁ ବାବୁ ତାଙ୍କୁ କ୍ରେଡିଟ ଦେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.