Movie prime

ବାଛନ୍ତୁ ଦୁଇଟି ଫୁଲ ମଧ୍ୟରୁ ଗୋଟିଏ ଫୁଲ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜାଣିଥିବେ ଯେ ଏହି ସଂସାରରେ ଏମିତି କୌଣସି ବ୍ୟକ୍ତି ନାହାଁନ୍ତି ଯାହା ଜୀବନରେ କୌଣସି ପ୍ରକାର ଦୁଃଖ ନାହିଁ। ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ଦୁଃଖ କିଛିନା କିଛି ଚିନ୍ତା ନିହାତି ଭାବରେ ରହିଥିବ।
ଭଗବାନ ପ୍ରତ୍ୟକ ବ୍ୟକ୍ତିଙ୍କୁ କିଛି ସୁଖ ସହିତ ଦୁଃଖ ମଧ୍ୟ ଦେଇଥାଆନ୍ତି ତେବେ ଏସବୁ ପ୍ରତ୍ୟକ ବ୍ୟକ୍ତିଙ୍କ ମନରେ କିଛି ଉତ୍କଣ୍ଠା ଏବଂ ଆଗ୍ରହ ରହିଥାଏ ଯେ ଆମକୁ ଆମ ଭବିଷ୍ୟତରେ କଣ ହେବାକୁ ଅଛି
Special report
ଯଦି ତାହା ଆମେ ଆଗରୁ ଜାଣିପାରିବା ତେବେ ସେଥିପାଇଁ ଆମେ କିଛିନା କିଛି ପ୍ରତିକାର କରିନେବା। ତେବେ ବନ୍ଧୁଗଣ ଏଥିରେ ଯେଉଁ ଦୁଇଟି ନମ୍ବର ଅଛି ଆପଣ ଗୋଟିଏ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କୁ ଖୁସି ଖବର କେବେ ମିଳିବାକୁ ଯାଉଛି। 
1- ଆପଣମାନେ ଯଦି ପ୍ରଥମ ଫୁଲଟିକୁ ବାଛିଛନ୍ତି ତେବେ ଏବେ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାରୁ ଦୂର ହୋଇଯାଇଛନ୍ତି। ତାହାସହିତ ଆପଣଙ୍କର ଜୀବନରେ ଏକ ସୂର୍ଯ୍ୟର ଆଲୋକ ପଡ଼ିବାକୁ ଯାଉଛି ଆଉ ମାତ୍ର ଖୁବ କାମ ସମୟ ମଧ୍ୟରେ।
ଆପଣଙ୍କର ଗ୍ରହ ଚକ୍ରରେ ଦୁଇଗୋଟି ଗ୍ରହ ଆପଣଙ୍କର ନୀଚ ଜାଗାରେ ଅବସ୍ଥାନ କରିବା ଫଳରେ ଆପଣଙ୍କୁ ସଦା ସର୍ବଦା ରାଜଯୋଗ ବନୁଅଛି। ଯାହାଦ୍ୱାରାକି ଆପାଣାଙ୍କ ପରିବାରରେ ମଧ୍ୟ ଆପଣଙ୍କୁ ସପଟ ମିଳୁଛି। ଆପଣ ଯେତେ ଭୟବିତ୍ତ ହୋଇ ରହୁଥିଲେ ତାହାମଧ୍ୟ ଅପଣଙ୍କର ଦୂର ହୋଇଯିବ। କାରଣ ଆପଣଙ୍କ ପରିଵାର ଆପଣଙ୍କର ସପକ୍ଷର ରହିବେ।
Special report
2- ଆପଣମାନେ ଯଦି ଦ୍ୱିତୀୟ ଫୁଲଟିକୁ ବାଛିଛନ୍ତି ଦେଖନ୍ତୁ ବର୍ତମାନ ଆପଣଙ୍କ ଉପରେ ଏକ କୁଫଳଦାୟକ ଦୋଷ ଭୋଗ ହେଉଛି। ଯାହାଫଳରେ ଆପଣ ଆଢ଼େଇ ବର୍ଷ ହେଲା ଆପଣଙ୍କର କିଛି ଗ୍ରହ ମାନଙ୍କର ବୋହୁ ଅନିଷ୍ଠ କରିସାରିଛନ୍ତି।
ତେବେ ଶ୍ରଦ୍ଧାର ସହ ଜଣେ ପଣ୍ଡିତଙ୍କୁ ଆପଣଙ୍କର ଜାତକ ନିହାତି ଭାବରେ ଦେଖେଇନିଅନ୍ତୁ। ତାହାସହିତ ଆପଣ କଣ କୌଣସି କାର୍ଯ୍ୟରେ ଚିନ୍ତାକଳାବେଳକୁ ଆପଣଙ୍କୁ ଅନ୍ୟଏକ କାର୍ଯ୍ୟରେ ଫସିଯାଉଛନ୍ତି ଦେଖନ୍ତୁ ଆପଣ ଏଥିରେ ମନ୍ଦ ଫଳ ପ୍ରାପ୍ତ କରୁଛନ୍ତି।
ଆପଣଙ୍କର ଆତ୍ମା ସନ୍ନମାନ ମଧ୍ୟ ବୃଦ୍ଧି ପାଉନି ଆପଣଙ୍କର ପ୍ରତ୍ୟକଟି କାର୍ଯ୍ୟର ବାଧା ପ୍ରାପ୍ତ ହେଉଛି। ଗୋଟିଏ କାର୍ଯ୍ୟ କରନ୍ତୁ ଆପଣ କିଛି ପିଲାମାନଙ୍କୁ କିଛି ଭୋଜନ ଖାଇବାକୁ ଦିଅନ୍ତୁ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବ।