Movie prime

ବାଛୁରୀ ପାଇଁ ଦୁଇ ଭାଇ ମଧ୍ୟରେ ହେଲା ମହା ଭାରତ ଦେଖନ୍ତୁ ଦେଖୁ ଦେଖୁ ଘଟିଗଲା କେତେବଡ ଅଘଟଣ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ହେଉଛି କି ବାଛୁରୀ ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଥିବା ସଂପର୍କ କଟି ଯାଇଛି । ଆଉ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସାନ ଭାଇ ବଡ ଭାଇ ନାଁରେ ଅଭିଯୋଗ ଆଣିଛି । ଏହି ସାନ ଭାଇର ସ୍ତ୍ରୀକୁ ବଡ ଭାଇ ମାରିଛି । ଏହି ବଡ ଭାଇ ଜଣକ ଏଭଳି ସାନ ଭାଇର ସ୍ତ୍ରୀକୁ ମାଡ ମାରିଛି ଯେ ସେ ମେଡ଼ିକାଲରେ ଚିକିତ୍ସିତ ହେଉଛି । ଏବେ ଧାନ କାଟିବା ଚାଲିଛି ।
Special Report
ଆଉ ଧାନ କାଟିବା ପରେ ଧାନକୁ ଖଳାରେ ରଖିଥାନ୍ତି । ଖଳାରେ ଧାନ ରଖିବା ପାଇଁ ଖଳା ଲିପିଥିଲେ ସାନ ଭାଇ । ଆଉ ସାନ ଭାଇ ସ୍ତ୍ରୀ ଲିପିଥିଲା କିନ୍ତୁ ସେ ଲିପିଥିବା ଜମିରେ ବାଛୁରୀ ଆସି ନଷ୍ଟ କରି ଦେଇଥିଲା । 
ଆଉ ଏହାପରେ ସାନ ଭାଇର ସ୍ତ୍ରୀ କାହାର ବାଛୁରୀ ବୋଲି ପଚାରିଥିଲେ । ତାପରେ ବଡ ଭାଇ ଆସିଥିଲେ ଆଉ ସେହି ବାଛୁରୀ ତାଙ୍କର ବୋଲି କହିଥିଲେ । ଏହାପରେ ବଡ ଭାଇ ସେଠାରେ ପହଞ୍ଚିଥିଲେ ଆଉ ତାଙ୍କ ସ୍ତ୍ରୀ ମଧ୍ୟ ପହଞ୍ଚିଥିଲେ ।
Special Report
ଏହି ବଡ ଭାଇର ସ୍ତ୍ରୀ ଆଉ ବଡ ଭାଇ ମିଶି ସାନ ଭାଇର ସ୍ତ୍ରୀ ଉପରେ ଆକ୍ରମଣ କରିଥିଲେ । ଏବେ ଏହି ସାନ ଭାଇର ସ୍ତ୍ରୀ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତୁଣ୍ଡନ ଗ୍ରାମରେ ଘଟିଛି । 
ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଘଟଣା ସଂପର୍କରେ ଅନେକ କଥା ଏବେ ଆସୁଛି । ଏହି ବାଛୁରୀ ପାଇଁ ଭାଇ ବୋହୂକୁ ମାଡ ମାରିଲା ଦେଢ଼ଶୁର । ଏହି ସାନ ଭାଇର ସ୍ତ୍ରୀ ଏବେ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।
ଏହି ଘଟଣାକୁ ନେଇ ଏବେ ସାନ ଭାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ପୋଲିସ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତାକୁ କେବଳ ପଚରାଉଚରା କରି ଛାଡି ଦେଇଛି । ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।