Movie prime

ଏପଟେ ବାପା ମା ହେଲେ ଝିଅ ପାଇଁ ଶୁଦ୍ଧି ଆଉ ଝିଅ କ୍ୟାମେରା ଆଗରେ ଆସି କହୁଚି ବାପା ମାଛ ଘାଣ୍ଟିଆ ଖାଇବ ଆସ

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଓଡ଼ିଶା ରେ ଦିପାଞ୍ଜଳୀ ଓ ରାଜେନ୍ଦ୍ର ଙ୍କ ପ୍ରେମ କାହାଣୀ କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।ଦୀର୍ଘ ବର୍ଷ ହେଲାଣି ଉଭୟ ପରସ୍ପର କୁ ପ୍ରେମ କରୁଥିଲେ।ଦୁଇ ଥର ସେମାନେ ଘରୁ ଲୁଚିକି ଫେରାର ହୋଇ ଯାଇଥିଲେ।
Special report
ତାଙ୍କ ପରିବାର ଲୋକ ଏହି ବିବାହ ପାଇଁ ରାଜି ନ ଥିଲେ।ଯେଉଁଥି ପାଇଁ ଦୀପାଞ୍ଜଳୀ ଙ୍କ ବାପା ତାଙ୍କ ଝିଅ କୁ ଶୁଦ୍ଧି ହୋଇ ଯାଇଛନ୍ତି।ଏପରି ଏକ କୋହଭରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।ଏହି ଘଟଣା କୁ ଯେ କେହି ବି ଶୁଣିଛି ଆଖି ରୁ ଲୁହ ଆସି ଯାଉଚି।
ସୂଚନା ଅନୁସାରେ ରାଜେନ୍ଦ୍ର ଓ ଦୀପାଞ୍ଜଳୀ ପରସ୍ପର କୁ ଅନେକ ବର୍ଷ ହେଲାଣି ପ୍ରେମ କରୁ ଥିଲେ।ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏଥିରେ ସେମାନଙ୍କ ପରିବାର ରାଜି ନ ଥିଲେ।ଏଥିପାଇଁ ଉଭୟ ପ୍ରେମୀ ଯୁଗଳ ଦୁଇ ଦୁଇ ଥର ଘର ଛାଡି ଯାଇଛନ୍ତି।ପୁଣି ତାଙ୍କ ପରିବାର ଲୋକେ ତାଙ୍କୁ ଫେରାଇ ଆଣିଛନ୍ତି।
Special report
ଶେଷ ଥର ପାଇଁ ଦିପା ଙ୍କ ବାପା ତାଙ୍କୁ କହିଥିଲେ ତୁ ସେ ପୁଅ ସହିତ ଆଉ ଯିବୁ ନାହି।ଏଥର ତୁ ଗଲେ ଏ ଘର କୁ ଭୁଲି ଯିବୁ।ଏ କଥା ଶୁଣି ଦୀପା କାନ୍ଦି ପକାଇ ଥିଲେ।ସେ ନିଷ୍ପତି ବେଳେ ଯେ ସେ ହିଁ ରାଜେନ୍ଦ୍ର କୁ ବିବାହ କରିବେ।
ଶେଷ ରେ ସେପରି କଲେ ଘରୁ ଲୁଚି ପଳାଇ ଯାଇ ରାଜେନ୍ଦ୍ର ଙ୍କୁ ବିବାହ କଲେ।ଏପଟେ ବିବାହ କରୁଥିବା ସମୟ ରେ ତାଙ୍କ ବାପା ତାଙ୍କ ଶୁଦ୍ଧି କ୍ରିୟା ର ବ୍ୟବସ୍ଥା କଲେ।ଗାଁ ଲୋକ ଙ୍କୁ ଡାକି ଖାଇବାକୁ ଦେଲେ।
Special report
ଏ ପରି ନ କରିବା ପାଇଁ ସମସ୍ତେ ତାଙ୍କୁ କହିଥିଲେ।ସେ କାହାରି କଥା ଶୁଣି ନ ଥିଲେ।ଏବେ ଦିପା ଓ ତାଙ୍କ ସ୍ଵାମୀ ରାଜେନ୍ଦ୍ର ଙ୍କ କହିବା ଅନୁଯାୟୀ ତାଙ୍କ ବାପା ଙ୍କ ର କୌଣସି ଭୁଲ ନାହିଁ।ସେ ତାଙ୍କ ବଡ ବାପା ଓ ଦାଦା ଙ୍କ କଥା ରେ ଏପରି କରୁଛନ୍ତି।
ଦିପା ଙ୍କ ଶ୍ୱଶୁର ତାଙ୍କ ଘର କୁ ଯାଇ କନ୍ୟା ଦାନ କରିବା ପାଇଁ କହିଥିଲେ ହେଲେ ସେମାନେ ଶୁଣି ନ ଥିଲେ।ଏହା ପରେ ସେମାନେ ଦିପା ଙ୍କ ଅନ୍ୟ ଜଣେ ବଡ ବାପା ଙ୍କୁ କହିଥିଲେ କନ୍ୟା ଦାନ କରିବାକୁ।
ସେ ସାଙ୍ଗେ ସାଙ୍ଗେ ରାଜି ହୋଇ ଯାଇଥିଲେ।ସେଥିପାଇଁ ଡିପା ଙ୍କ ବାପା ବହୁତ ରାଗୀ ଯାଇଛନ୍ତି।ତାଙ୍କ ଶତ୍ରୁ ଙ୍କ ସହିତ ରାଜେନ୍ଦ୍ର ଙ୍କ ପରିବାର ଲୋକେ ସମ୍ପର୍କ ଯୋଡିଲେ ବୋଲି ତାଙ୍କ ବାପା ଏପରି କରିଛନ୍ତି।ଏ କଥା ଦିପା କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.