Movie prime

ଆସୁଚି ଯୁଗ ର ସବୁ ଠୁ ବଡ଼ ସୂର୍ଯ୍ୟ ଗ୍ରହଣ ! କଣ କରିବେ କିପରି ରହିବ ସତର୍କ ଦେଖନ୍ତୁ ରିପୋର୍ଟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୂର୍ଯ୍ୟ ଗ୍ରହଣ କୁ ଆମ ଓଡ଼ିଶା ରେ ଖୁବ ମାନି ଥାଆନ୍ତି। ଗ୍ରହଣ ଲାଗିବା କଥା କହିବା ମାତ୍ରେ ହିଁ ଲୋକ ମାନେ ଏଥିପାଇଁ ସତର୍କ ମଧ୍ୟ ହୋଇ ଯାଆନ୍ତି।
ଆଜି ଆମେ ଆପଣଙ୍କୁ ହାଇବ୍ରିଡ ସୂର୍ଯ୍ୟ ଗ୍ରହଣ ସଂପର୍କରେ କହିବାକୁ ଯାଉଛୁ। ଏହାର ଅର୍ଥ ହେଉଛି ତିନି ପ୍ରକାରର ସୂର୍ଯ୍ୟ ଗ୍ରହଣ। ଯାହାକି ହେଉଛି ଆଂଶିକ ସମୁଦାୟ ଓ ବାର୍ଷିକ। ଏହାକୁ ବୈଜ୍ଞାନିକ ମାନେ ହାଇବ୍ରିଡ୍ ବୋଲି କହିଥାନ୍ତି।
ଏହା କେବଳ ୧୦୦ ବର୍ଷ ରେ ହିଁ ଥରେ ମାତ୍ର ଆସିଥାଏ। ଆଂଶିକ ସୂର୍ଯ୍ୟ ଗ୍ରହଣ ପ୍ରାୟତଃ ସବୁଠାରେ ଦୃଶ୍ୟମାନ ହୋଇଥାଏ।ଯେତେବେଳେ ଚନ୍ଦ୍ର ,ସୂର୍ଯ୍ୟଙ୍କର ଏକ ଛୋଟ ଅଂଶ ସାମ୍ନାକୁ ଆସିଯାଇ ଥାଏ ଏବଂ
Special report
 ଏହା ସୂର୍ଯ୍ୟଙ୍କ ଆଲୋକକୁ ଅବରୋଧ କରେ, ସେତେବେଳେ ଆଂଶିକ ସୂର୍ଯ୍ୟ ଗ୍ରହଣ ହୁଏ। ଏହା ପ୍ରାୟ ସମୟରେ ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଙ୍କ ମଝିକୁ ଆସି ଆଲୋକର ଅବରୋଧ କରିଥାଏ।
ସେହି ସମୟରେ ବାର୍ଷିକ ଚନ୍ଦ୍ର ଗ୍ରହଣ ହୋଇଥାଏ। ଏହି ସମୟରେ ଏକ ବୃତ୍ତ ସଦୃଶ୍ୟ ଦେଖାଯାଇ ଥାଏ। ଏହାପରେ ହେଉଛି ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ବା ଏହାକୁ ସମୁଦାୟ ସୂର୍ଯ୍ୟ ଗ୍ରହଣ ବୋଲି ମଧ୍ୟ କୁହାଯାଇ ଥାଏ।
Special report
ଯେଉଁ ସମୟରେ ଚନ୍ଦ୍ର ସୂର୍ଯ୍ୟ ଙ୍କୁ ସଂପୂର୍ଣ୍ଣ ଭାବରେ ଆଚ୍ଛାଦିତ କରି ଦିଅନ୍ତି ସେହି ସମୟରେ ତାହାକୁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ବୋଲି କୁହା ଯାଇଥାଏ। ଏହି ସମୟରେ କେବଳ ସୂର୍ଯ୍ୟଙ୍କର ଗୋଟିଏ କୋଣରୁ ହିଁ,
Special report
ଆଲୋକ ବାହାରି ଥାଏ। ଆଉ ସେହି ସମୟରେ ମଧ୍ୟ ସୂର୍ଯ୍ୟଙ୍କ ଆଲୋକ ଦୃଶ୍ୟ ମାନ ହୋଇ ପାରେ ନାହିଁ। ଆପଣ ମାନେ ଏହି ସୂର୍ଯ୍ୟ ଗ୍ରହଣ କୁ ଆପଣଙ୍କ ଖାଲି ଆଖିରେ ମଧ୍ୟ ଦେଖି ପାରିବେ।
ତେବେ ଏହା ଥିଲା ସେହି ତିନି ପ୍ରକାରର ସୂର୍ଯ୍ୟ ଗ୍ରହଣ। ତେବେ ଆପଣ ମାନେ ଏହା ଭିତରୁ କେଉଁ ପ୍ରକାରର ସୁର୍ଯ୍ୟ ଗ୍ରହଣ ଦେଖିଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.