Movie prime

ବଦଳିଗଲା ଚୋର ମାନଙ୍କ ମାନସିକତା ବୋହୂକୁ ଛାଡି ଶାଶୁ ଙ୍କୁ ଜଣଙ୍କ ପରେ ଜଣେ ମାଡ଼ି ବସି କଲେ ଦୁ-ଷ୍କ-ର୍ମ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ଚୋ-ରି , ରେ-ପ, ମ-ର୍ଡ-ର, ଇତ୍ୟାଦି ଘଟଣା ଏକ ସାଧାରଣ ହୋଇଗଲାଣି।
Special report
ତେବେ ଏହିସବୁ ଘଟଣା ମାନଙ୍କ ମଧ୍ୟରୁ ଚୋରି ଏବଂ ଡ଼କାୟତି ଭଳି ଘଟଣା ଆଜିକାଲି ଆମ ସମାଜରେ ବଢି ବଢି ଚାଲିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି, ଚୋରି କରିବାକୁ ମନା କରିବାରୁ ମହିଳାଙ୍କ ଇଜ୍ଜତ ଲୁଟି ନେଲା ଚୋର। 
ବୋହୂ ଆଗରେ ଶାଶୁକୁ ଜଣେ ପରେ ଜଣେ ଦୁ-ଷ୍କ-ର୍ମ କଲେ। ଦୁଇଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ କରିବା ସହିତ ବୋହୂ ଆଗରେ ଶାଶୂକୁ ଦୁ-ଷ୍କ-ର୍ମ କରାଯାଇଥିବା ଅଭିଯୋଗ ହୋଇଛି।
Special report
ପୋଲିସର ସୂଚନା ଅନୁସାରେ ଚୋର ମାନେ ବସ୍ତିପୁର ଜିଲ୍ଲାରେ ଜଣକ ଘରେ ପସି ଚୋରି କରୁଥିଲେ। ଡ-କା-ୟ-ତ ମାନେ ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି। ଜଣେ ମହିଳା ଚୋର ମାନଙ୍କୁ ଚୋରି କରିବାକୁ ବିରୋଧ କରିଥିଲେ। 
ଚୋର ମାନେ ଏଥିରେ ଉତ୍କ୍ଷୀପ୍ତ ହୋଇ ମହିଳାଙ୍କ ବୋହୂ ସାମ୍ନାରେ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଥିଲେ। ଏହିଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ବିହାରର ବସ୍ତିପୁର ଜିଲ୍ଲାରେ। ଶାଶୁ ବୋହୂଙ୍କ ଉପସ୍ଥିତିରେ ଚୋର ମାନେ ଚୋରି କରିବା ପାଇଁ ଘରେ ପସିଥିଲେ।
Special report
ଏହାପରେ ଘରେ ଥିବା ଟଙ୍କା ଏବଂ ସୁନା ଗହଣା ସବୁ ଚୋରି କରିବାରେ ଲାଗିଥିଲେ। ଉଭୟଙ୍କୁ ବନ୍ଧୁକ ଦେଖାଇ ଘରେ ଥିବା ଦୁଇ ଲକ୍ଷ ଟଙ୍କା ଓ ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ କରିଥିଲେ। 
ତା'ପରେ ପୀଡିତା ମହିଳା ଡକାୟତଙ୍କୁ ଚୋରି କରିବାକୁ ମନା କରିଥିଲେ। ଚୋରି କରିବାକୁ ମନା କରିବାରୁ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଥିଲେ ଡକାୟତ ମାନେ। ଏହା ଦେଖି ପାଖରେ ଥିବା ମହିଳାଙ୍କ ବୋହୂ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ତାପରେ ଚୋର ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୀଡିତାଙ୍କୁ ଚିକିତ୍ସା ପାଇଁ ବସ୍ତିପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଥାନାରେ ଅଭିଯୋଗ ହେଲା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.