Movie prime

ମାର୍ଚ୍ଚ ୧ ରୁ ମୋଦୀ ଆଣୁଛନ୍ତି ନୂଆ ବଜେଟ, ସପ୍ତମ ବେତନ ଧାରୀ ହେବେ ମାଲାମାଲ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାର୍ଚ୍ଚ ମାସ ଆସିବା ମାତ୍ରେ ହିଁ ସମସ୍ତ ସରକାରୀ କର୍ମଚାରୀ ମାନେ ସେମାନଙ୍କ ବେତନ ବୃଦ୍ଧି କୁ ଅପେକ୍ଷା କରିଥାଆନ୍ତି।
କେନ୍ଦ୍ର ସରକାରଙ୍କ ତରଫ ରୁ ଏହି ସମୟରେ ହିଁ ସରକାରୀ କର୍ମଚାରୀ ମାନଙ୍କ DA ବୃଦ୍ଧି କରାଯାଇ ଥାଏ। ଏବେ ମଧ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଆସି ଯାଇଛି ଏକ ବହୁତ ବଡ଼ ଖୁସୀ ଖବର।
DA ବୃଦ୍ଧି ପାଇଁ ଅପେକ୍ଷା କରିଥିବା ସରକାରୀ କର୍ମଚାରୀ ମାନଙ୍କ ଖୁବ ଶୀଘ୍ର DA ବୃଦ୍ଧି ହୋଇ ପାରେ।ଆଗକୁ ଆସୁଥିବା ହୋଲି ରେ ଏହି DA ର ବୃଦ୍ଧି ଘୋଷଣା ହେବାର ମଧ୍ୟ ସମ୍ଭାବନା ରହିଛି।
Special Report
ଏହା ସରକାର ଙ୍କ ତରଫ ରୁ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏକ ଭେଟି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଆସନ୍ତା ମାର୍ଚ୍ଚ ୧ ତାରିଖରେ କ୍ୟାବିନେଟ ବୈଠକ ବସିବାକୁ ଯାଉଛି।
ସେଠାରେ ମଧ୍ୟ ଏହି DA ସମ୍ପର୍କ ରେ ଆଲୋଚନା ହେବା। ସୁଚନା ଏହା ମିଳିଛି କି ମୁଦ୍ରାସ୍ପିତି ଅନୁସାରେ ୪ ପ୍ରତିଶତ DA ବଢ଼ିବାରେ ସମ୍ଭାବନା ଅଛି।
Special Report
ମୁଦ୍ରାସ୍ପିତି ଅନୁସାରେ ହିଁ DA ର ପରିମାଣ ବଢ଼ିଥାଏ। ଯେତେ ପରିମାଣରେ ମୁଦ୍ରାସ୍ପିତି ବଢେ ସେତିକି ପରିମାଣ ରେ ହିଁ ସରକାରୀ କର୍ମଚାରୀ ମାନଙ୍କ ବେତନ ର ବୃଦ୍ଧି ଘଟି ଥାଏ।
ଶିଳ୍ପ କର୍ମଚାରୀ ମାନଙ୍କ ମୁଦ୍ରାସ୍ପିତି କୁ ବିଚାରକୁ ନେଇ ତାଙ୍କର ୪.୨୩% DA ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀ ଙ୍କ DA ୩୮% ରହିଛି। ଏବଂ ଏବେ ଯଦି DA ୪% ବୃଦ୍ଧି ହେବ ତେବେ ଏହା ବଢ଼ି ଯାଇ ୪୨% ହୋଇ ଯିବ।
Special Report
ଯେତେବେଳେ ଜଣେ କେନ୍ଦ୍ରୀୟ କର୍ମଚାରୀ ଙ୍କ ମୌଳିକ ଦରମା ୧୮,୦୦୦ ଥାଏ ତେବେ ୩୮% DA ଅନୁସାରେ ସେ ୬୮୪୦ ଟଙ୍କା ଅଧିକ ପାଇଥାନ୍ତି।
ଯଦି ଏବେ ଏହି DA ୪୨% ହୋଇଯିବ ତେବେ ଏହା ବଢ଼ି ଯାଇ ମୂଳ ଦରମା ୧୮,୦୦୦ ଉପରେ ସେମାନେ ୭୫୬୦ ଟଙ୍କା DA ପାଇବେ ବୋଲି ସୂଚନା ମିଳିଛି। ଏବେ ଏହି କର୍ମଚାରୀ ମାନେ ଖୁବ ଆଗ୍ରହ ସହକାରେ ତାଙ୍କର ବେତନ ବୃଦ୍ଧି କୁ ଅପେକ୍ଷା କରି ରହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.