Movie prime

ବାଗେଶ୍ବର୍ ବାବା ଙ୍କୁ ମିଳିଲା ଭ-ୟା-ନ-କ ଧମକ ତତେ ଆମେ ଗୋଡେଇ ଗୋଡେଇ ଗୁ-ଳି ମା-ରି-ବୁ..

 
Yy
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର। ବାଗେସ୍ୱର ବାବା ଙ୍କୁ ମିଳିଲା ଧମକ।ଆପଣ ମାନେ ସମସ୍ତେ ବାଗେଶ୍ୱର ବାବା ଙ୍କୁ ଭଲ ଭାବେ ଜାଣି ଥିବେ।ସବୁବେଳେ ନିଜ ପ୍ରବଚନ ମାଧ୍ୟମ ରେ ସେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରନ୍ତି।
ଆଜି ସେହି ବାବା ଙ୍କ ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ବାବା ଙ୍କୁ କିଛି ଲୋକ ମାରିବା ପାଇଁ ଧମକ ଦେଇଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଠାରେ।
Kuy
ସେଠାରେ ବାରେଲି ଜିଲ୍ଲାରେ ବାବା ବାଗେଶ୍ୱର ରୁହନ୍ତି।ସେ ହିନ୍ଦୁ ଧର୍ମ ର ସବୁବେଳେ ପ୍ରଚାର ପ୍ରସାର କରନ୍ତି।ହେଲେ ଗତ କାଲି ତାଙ୍କ ନିକଟ କୁ ଆସିଚି ହ-ତ୍ୟା ଧମକ।ସେଥିରେ କୁହା ଯାଇ ଥିଲା କି ବାବା ବାଗେସ୍ଵର ଙ୍କ ଆମେ ମୁଣ୍ଡ ଗଣ୍ଡି ଅଲଗା କରି ଦେବୁ।
ତାଙ୍କୁ ନ ମାରିଲେ ଆମେ ଶାନ୍ତି ରେ ରହିବୁ ନାହିଁ।ଏ କଥା ତାଙ୍କ ଭକ୍ତ ମାନଙ୍କୁ ବହୁତ କଷ୍ଟ ଦେଉଚି।ସେମାନେ ସଙ୍ଗେ ସଙ୍ଗେ ଏ ନେଇ ନିକଟସ୍ଥ ଥାନା ରେ ଅଭିଯୋଗ କରି ଥିଲେ।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।
ଜଣେ ବ୍ୟକ୍ତି ଙ୍କୁ।ପୋଲିସ ଗିରଫ କରି ପଚରା ଉଚରା ଜାରି ରଖିଛି।ତେବେ ପ୍ରକୃତ ଦୋଷୀ ବିଷୟ ରେ କୌଣସି ପ୍ରକାର ତଥ୍ୟ ମିଳି ପାରି ନାହିଁ।ସୋସିଆଲ ମିଡ଼ିଆ ମାଧ୍ୟମ ରେ ତାଙ୍କୁ ଏହି ଧମକ ଦିଆ ଯାଇଚି।
Bb
ସନାତନ ଧର୍ମ ଗୁରୁ ପଣ୍ଡିତ ଧୀରେନ୍ଦ୍ର ପ୍ରସାଦ ଶାସ୍ତ୍ରୀ ଙ୍କ ଫଟୋ କୁ ଅଶ୍ଳୀଳ କରା ଯାଇ ଥିଲା।ଏହା ପରେ ତାହାକୁ ସୋସିଆଲ ମିଡିଆରେ ଛଡା ଯାଇ ଥିଲା।ଯାହାକୁ କେହି ହେଲେ ବି ସହି ପାରି ନ ଥିଲେ।ସେମାନେ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଇ ଥିଲେ।
ଯଥା ଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ହିନ୍ଦୁ ସଂଗଠନ ତ କର୍ମ କର୍ତ୍ତା ମାନେ ପୋଲିସ ଙ୍କୁ କହିଛନ୍ତି।ସେହି ଧମକ ରେ ବାବା ଙ୍କ ର ମୁଣ୍ଡ ରୁ ଗଣ୍ଡୀ କୁ ଅଲଗା କରା ଯିବାକୁ କୁହା ଯାଇଛି।
ତେବେ ଏବେ ଦେଖିବାକୁ ବାକି ରହିଲା ପୋଲିସ କେବେ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.