Movie prime

ବାଗେଶ୍ୱର୍ ଧାମ ରେ ମହିଳା କଲେ ଲଜ୍ୟା ଜନକ କାମ ! ସବୁ ଲୋକ ଙ୍କ ଆଗରେ ଅଧା ଲଙ୍ଗଳା ହୋଇ ବାବା କୁ କହିଲେ ଏମିତି କରିବାକୁ ....

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକା ସମାଜରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜିକା ବୈଜ୍ଞାନିକ ଯୁଗରେ ମଧ୍ୟ ଏଭଳି ଅନେକ କିଛି ଘଟଣା ଅଛି ଯାହା ବିଶ୍ବାସ ହେଉ ନଥିଲେ ବି ତାକୁ ବିଶ୍ବାସ କରାଯାଏ।
ଏବେ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଭକ୍ତ ଗୁରୁଜୀ ବା ବାବାଙ୍କୁ ତାଙ୍କ ଦୁଃଖ ଆଉ ଅନେକ କଷ୍ଟ ବିଷୟରେ କହିଛନ୍ତି। ଆଉ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 
ଏହି ମହିଳା ଜଣକ ଏବେ ସେହି ବାବାଙ୍କ ସାମ୍ନାରେ ବସି ଏଭଳି କିଛି କଥା କହିଛନ୍ତି। ତାଙ୍କର ଦୁଃଖ ଆଉ ଯନ୍ତ୍ରଣା କହିଛନ୍ତି। ଏହି ମହିଳା ଜଣକ ଛତିଶଗଡ଼ ରାଜ୍ୟର ରାୟପୁରରୁ ଆସିଛନ୍ତି। ଏହି ମହିଳା ଜଣକ ବାଗେଶ୍ୱର ଧାମର ଜଣେ ବାବାଙ୍କ ପାଖକୁ ଆସିଛନ୍ତି।
ସେହି ସାଧୁ ଜଣକ ମହିଳା ଜଣଙ୍କୁ କହିଛନ୍ତି ତୁମେ ତୁମ ସ୍ବାମୀଙ୍କ ନାଁ କାହାକୁ କହି ନାହଁ ତ ? ଆଉ ଆପଣ ଏଠାକୁ କାହିଁକି ଆସିଛନ୍ତି ଏହିକଥା କେହି ଜାଣି ନାହାଁନ୍ତି ତ? ଏଭଳି କିଛି ପ୍ରଶ୍ନ ମହିଳା ଜଣଙ୍କୁ ପଚରା ଯାଇଛି।
ସେ ଅନେକ ପ୍ରକାରର ସାଧୁଙ୍କ ପାଖକୁ ଯାଇଛନ୍ତି ଆଉ ସେମାନେ ତାଙ୍କ ସମସ୍ୟା ସମାଧାନ କରିବେ ବୋଲି କହିନାହାନ୍ତି। ସେହି ମହିଳା ଜଣଙ୍କର ଶରୀରରେ ବାଧା ଅଛି ଆଉ ସେ ଯନ୍ତ୍ରଣାରେ ଅଛନ୍ତି। ସେ ଅନେକ ସ୍ଥାନ ଯାଇଛନ୍ତି କିନ୍ତୁ ତାଙ୍କୁ ଆରାମ ଲାଗି ନାହିଁ।
ତାଙ୍କ ସହ ପ୍ରେତ ଅଛି। ଆଉ ଏହି ପ୍ରେତାତ୍ମା ତାଙ୍କ ସହ ଖରାପ କାମ ମଧ୍ୟ କରୁଛି। ସେହି ମହିଳାଙ୍କ ସ୍ବାମୀଙ୍କ ବ୍ୟକ୍ତିଙ୍କ ରୂପ ଧରି ସେହି ପ୍ରେତାତ୍ମା ତାଙ୍କ ପାଖକୁ ଆସି ଅନେକ ଖରାପ କାମ କରୁଛି।
ଆଉ ଏହି କଥା ସେ କହିପାରିବେ ନାହିଁ। ଯେଉଁ ବ୍ୟକ୍ତି ଜଣକ ଏଭଳି କାମ କରୁଛନ୍ତି ତାଙ୍କର ନାମ ହେଉଛି ପ୍ରଦୀପ। ଯିଏ ତାଙ୍କ ଦେଢ଼ସୁରର ପୁଅ ଅଟନ୍ତି। 
ଅନ୍ୟ ସାଧୁମାନେ କହୁଥିଲେ କି ତାଙ୍କୁ ଧର୍ମ ପରିବର୍ତ୍ତନ କରିଲେ ଏହି ସମସ୍ୟା ସମାଧାନ ହେବ। ଏହାପରେ ସେହି ମହିଳା ଜଣକ ୟୁଟ୍ୟୁବରେ ଏହି ସାଧୁଙ୍କ ଭିଡିଓ ଦେଖି ଏଠାକୁ ଆସିଥିଲେ।
ଏହାପରେ ଏହି ସାଧୁ ଜଣକ ପ୍ରେତାତ୍ମାକୁ ତାଙ୍କ ଠାରୁ ଦୂରେଇ ଦେବା ପାଇଁ ସେ ଅଭିନବ ଉପାୟ କରିଥିଲେ। ଆଉ ସେହି ସାଧୁ ଜଣକ ସେହି ପ୍ରେତାତ୍ମାକୁ ମହିଳା ଶରୀରକୁ ଡାକି କଥା ହୋଇଥିଲେ।
ଆଉ ଏମିତି କାହିଁକି କରୁଛ ବୋଲି ପ୍ରଶ୍ନ ପଚାରିଥିଲେ। ପ୍ରେତାତ୍ମା ଠାରୁ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ। ଏବେ ଏହି ଭିଡିଓ ଦ୍ଵାରା ଆପଣମାନେ ସବୁକିଛି ଜାଣିପାରିବେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।