Movie prime

ବାହା ବେଦୀରେ ବାପାକୁ ନିଧୂମ ଛେଚିଲା ଝିଅ ଦେଖନ୍ତୁ କାହିଁକି ହେଲା ଏମିତି ଘଟଣା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଆଉ ଅନେକ ସ୍ଥାନର ଖବର ସବୁ ପାଇ ପାରୁଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିବେ ଯାହା ଏହି ସମାଜ ପାଇଁ ଏକ ଖରାପ ବାର୍ତ୍ତା ଅଟେ । ସମାଜରେ ଏଭଳି କାମ ନିନ୍ଦନୀୟ ଅଟେ । ସମାଜରେ ଏଭଳି ଲୋକ ରହିବା ଉଚିତ୍ ନୁହେଁ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ବେଦିରେ ବାହାଘର ଚାଲିଛି । ଆଉ ବ୍ରାହ୍ମଣ ମନ୍ତ୍ର ପାଠ କରୁଛନ୍ତି । ଆଉ ଜଣେ ମହିଳା ଏହି ବିବାହକୁ ପ୍ରତିବାଦ କରୁଛନ୍ତି । ଜଣେ ଯୁବତୀ କାନ୍ଦି କାନ୍ଦି ବରକୁ ବିରୋଧ କରୁଛନ୍ତି ।
Special Report
ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏହି ଭିଡିଓରେ । ଏହି ଯୁବତୀ ଜଣକ ହେଉଛନ୍ତି ବିବାହ କରୁଥିବା ବ୍ୟକ୍ତି ଜଣଙ୍କର ଝିଅ । ଝିଅ ନିଜ ମାଆ ଥାଉ ଥାଉ ବାପାର ବାହାଘର ଆଉ କାହା ସହିତ କେମିତି ବା କରାଇ ଦେବ । 
ବାପାର ଦ୍ଵିତୀୟ ବିବାହକୁ ସହଜରେ ଗ୍ରହଣ କରି ପାରୁନାହିଁ ଝିଅ । ଜଅଙ୍କିଆ ଥାନା ଚନ୍ଦମା ପାଟପୁର ଗାଁର ଯୋଗେଶ ହାତୀ ୨୦୧୦ ମସିହାରେ ଅହଲ୍ୟାଙ୍କୁ ବିବାହ କରିଥିଲେ । ତାଙ୍କର ସଂସାର ହସଖୁସିରେ ଚାଲୁ ଥିଲା ।
Special Report
ତାଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ହୋଇଥିଲା । ପ୍ରଥମ ସନ୍ତାନକୁ ୧୨ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୩ ବର୍ଷ । ଦୁଇଟି ସନ୍ତାନ ଥିବା ସତ୍ତ୍ବେ ମଧ୍ୟ ଏହି ବ୍ୟକ୍ତି ଜଣକ ଆଉ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିଲେ । ସେ ସେହି ଯୁବତୀଙ୍କୁ ଭଲପାଇ ବସିଥିଲେ ।
ସ୍ବାମୀ ଅନ୍ୟ ଯୁବତୀଙ୍କୁ ଭଲପାଇବା କଥା ସ୍ତ୍ରୀ ଅହଲ୍ୟା ଜାଣି ପାରିବାରୁ ସ୍ବାମୀଙ୍କୁ ବୁଝାଇଲେ । ଆଉ ଏହି ସ୍ବାମୀ ଜଣକ ପ୍ରେମିକା ଜଣଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଲେ । ଆଉ ଯୋଗେଶ ବର ବେଶରେ ସଜବାଜ ହୋଇ ବାହା ହେବାକୁ ମନ୍ଦିରକୁ ଆସିଥିଲେ । ଆଉ ମନ୍ଦିରରେ ବାହା ହେଉଥିବା ସମୟରେ ସେଠାରେ ଦୁଇଝିଅ ଆଉ ଅହଲ୍ୟା ପହଞ୍ଚି ଯାଇଥିଲେ ।
ବିବାହ କରୁଥିବା ଯୁବତୀ ଜଣକ ସେଠାରୁ ଫେରାର ହୋଇ ଯାଇଥିଲା । ଅହଲ୍ୟା ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ କହି ଥାନାରେ ଏହି ଖବର ଜଣାଇଥିଲେ । ଏବେ ପୋଲିସ ଯୋଗେଶଙ୍କୁ ଅଟକ ରଖିଛି ।