Movie prime

ବାହା ବେଦୀ ରେ ସ୍ତ୍ରୀ ମରିଗଲା ପରେ ସ୍ବାମୀ କହିଲା ସେ ମରିଗଲା କଣ ହେଲା ମୋ ସୁନ୍ଦରୀ ଶାଳୀ ତ ଅଛି, ତା ସହ ବାହା କରାଇ ଦିଅ

 
Special report
ନମସ୍କାର ପାଠକ ବନ୍ଧୁ।ମୃ-ତ୍ୟୁ କେତେବେଳେ କିପରି ଆସି ଥାଏ ତାହା କେହି ବି ଜାଣି ନ ଥାନ୍ତି।ସବୁ ଝିଅ ଙ୍କ ର ଇଚ୍ଛା ଥାଏ ବୋହୂ ବେଶ ରେ ସଜେଇ ହୋଇ ଶାଶୁ ଘର କୁ ଯିବା ପାଇଁ।ନିଜ ଶାଶୁ ଶ୍ବଶୁର ଓ ସ୍ଵାମୀ ଙ୍କ ସହିତ ଖୁସି ରେ ରହିବା ପାଇଁ।ହେଲେ ବେଳେବେଳେ ବିଧାତା ର ଇଛା ଆଗରେ ମଣିଷ ର ଇଛା ଭାଙ୍ଗି ଯାଏ।
Special report
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରେ।ଏଠାରେ ସୁରଭି ନାମକ ଝିଅ ବିବାହ କରିବାକୁ ଯାଉଥିଲା।କେତେ ସ୍ବପ୍ନ ଓ ଆଶା ନେଇ ସେ ମଞ୍ଜେସ ଙ୍କ ସହିତ ବେଦୀ ରେ ବସି ଥିଲା।ହେଲେ ସେଠାରେ ଯାହା କିଛି ଘଟିଲା ତାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେଇ ଯିବେ।
 ବାହାଘର ସାଜିଗଲା ମୃ-ତ୍ୟୁ ର ଦ୍ଵାର।ଶାଶୁ ଘର ଯିବା ବଦଳ ରେ ମଶାଣି କୁ ଚାଲି ଗଲେ ସୁରଭି।ସତେ ଯେପରି ଅପେକ୍ଷା କରି ରହିଥିଲେ ହାତ ଗଣ୍ଠି କୁ।ମଞ୍ଜେସ ଙ୍କ ସହିତ ହାତ ଗଣ୍ଠି ପଡ଼ିବା ସମୟ ରେ ତାଙ୍କ ଦେହ ବହୁତ ଖରାପ ହୋଇ ଗଲା।ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲ କୁ ନିଆ ଯାଇଥିଲା।
ଡାକ୍ତର ସେଠାରେ ତାଙ୍କୁ ମୃ-ତ ବୋଲି ଘୋଷଣା କଲେ।ଏହା ପରେ ସମସ୍ତେ ଯେପରି ଆଶ୍ଚର୍ଯ୍ୟ ହୋଇ ଗଲେ।ପରେ ଦୁଇ ପରିବାର ର ସହମତି ରେ ସୁରଭି ଙ୍କ ସାନ ଭଉଣୀ ଙ୍କ ସହିତ ବିବାହ କଲେ ମଞ୍ଜେସ।
Special report
ସୂଚନା ଅନୁସାରେ ବାହାଘର ଚାଲି ଥିବା ବେଳେ ହଟାତ ପଡ଼ିଗଲା କାଳ ର କରାଳ ରୂପ।ଶାଶୁ ଘର କୁ ଯିବା ବଦଳ ରେ ଯମ ମଶାଣି ପୁର କୁ ନେଇଗଲା।ବାହାଘର ସରି ଯାଇଥିଲା।ମଥା ରେ ସିନ୍ଦୂର ଲାଗି ସାରିଥିଲା।
କେବଳ ରହି ଯାଇଥିଲା ସାତ ଫେରା।ଠିକ୍ ସେହି ସମୟରେ ଏଭଳି ଅଘଟଣ ଘଟି ଯାଇଥିଲା ଯାହାକୁ ସହି ପାରି ନ ଥିଲେ ଲୋକ ମାନେ।ସମସ୍ତଙ୍କ ଆଖି ରେ ଲୁହ ଆସି ଯାଇଥିଲା।ହଟାତ ଚାଲି ଗଲା ସୁରଭି ର ଜୀବନ।
ଏହା ପରେ ମଞ୍ଜେସ ବିବାହ କରି ଥିଲେ ନିଜ ଶାଳୀ ଙ୍କୁ।ସୁରଭି ର ଶବ କୁ କିଛି ସମୟ ପାଇଁ ଏକ ଘର ଭିତରେ ବନ୍ଦ କରି ରଖା ଯାଇଥିଲା।
ବିବାହ ସରିବା ପରେ ତାଙ୍କ ଶବ ସତ୍କାର କରା ଯାଇଥିଲା।ଡାକ୍ତର କହିଥିଲେ କି ସୁରଭି ହୃଦ୍ ଘାତ ରେ ମୃ-ତ୍ୟୁ ବରଣ କରିଛନ୍ତି। ଏକଥା ଏବେ ଯିଏ ବି ଶୁଣିଛି ତା ଆଖିରୁ ଲୁହ ବାହାରି ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.