Movie prime

ବାହା ହେବାପାଇଁ ମନ ବଳାଇଲେ ରାଣୀ ପଣ୍ଡା ଦେଖନ୍ତୁ କଣ କହିଲେ ବାହାଘରକୁ ନେଇ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତ ଆଉ ଯାତ୍ରା ଜଗତର ସବୁ ଖବର ଜାଣି ପାରୁଥିବେ ।
Special report
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଭଲଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ ରାନୀ ପଣ୍ଡା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
ତାଙ୍କର ବିବାହକୁ ନେଇ ଅନେକ କଥା ଆସିଥାଏ । ଆଉ ଏବେ ଅଭିନେତ୍ରୀ ରାନୀ ପଣ୍ଡା ନିଜ ବିବାହକୁ ନେଇ କିଛି କଥା କହିଛନ୍ତି । ସେ ଭିଡିଓ କରି ଏହିସବୁ କଥା କହିଛନ୍ତି । ଏବେ ଅଭିନେତ୍ରୀ ରାନୀ ପଣ୍ଡା ବାହା ହେବାକୁ ଚାହୁଁଛନ୍ତି ।
Special report
ସେ ତାଙ୍କ ମନକୁ ସ୍ଥିର କରି ସାରିଛନ୍ତି ବିବାହ କରିବା ପାଇଁ । ସେ ବିବାହ ପାଇଁ ମନସ୍ଥ ମଧ୍ୟ କରିଛନ୍ତି । ସେ ବି ସବୁ ସ୍ତ୍ରୀଙ୍କ ଭଳି ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୂର ପିନ୍ଧିବାକୁ ଚାହୁଁଛନ୍ତି ।
ସେଥିପାଇଁ ଅଭିନେତ୍ରୀ ରାନୀ ପଣ୍ଡା ନିଜ ମନରେ ଏହି କଥା ରଖି ସୋସିଆଲ ମିଡିଆରେ ପ୍ରସ୍ତାବ ଦେଇଛନ୍ତି । ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ସୁନ୍ଦର ଜୀବନସାଥିଟିଏ ଦରକାର । ଯିଏ ତାଙ୍କୁ ହୃଦୟରୁ ଭଲପାଇବ ସେଭଳି ଜୀବନସାଥି ଦରକାର ।
Special report
ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା କେତେବେଳେ ସୋସିଆଲ ମିଡିଆରେ ହସିଛନ୍ତି ତ ଆଉ କେତେବେଳେ କାନ୍ଦିଛନ୍ତି । ଆଉ କାହାକୁ ସୋସିଆଲ ମିଡିଆରେ ଗାଳି ଦେଇ ଚର୍ଚ୍ଚାରେ ଆସିଛନ୍ତି ।
ଏବେ ସେ ନିଜର ଜୀବନସାଥି ଖୋଜୁଛନ୍ତି । ସୋସିଆଲ ମିଡିଆରେ ଏବେ ଏହି କଥାକୁ ବା ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ସେ କହିଛନ୍ତି ରାନୀ ପଣ୍ଡାଙ୍କୁ ବାହା ହେଲେ ସେ ଖୁସିରେ ରହିବ । ସେ ବ୍ରାହ୍ମଣ ଘରର ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି ।
ଆଉ ତାଙ୍କୁ ଯିଏ ବାହା ହେବ ସେ ତାଙ୍କୁ ସମାଜ ସେବା କରିବାକୁ ସାହାଯ୍ୟ କରିବ । ଅଭିନେତ୍ରୀ ରାନୀ ପଣ୍ଡା ଏଭଳି ଅନେକ କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ । ଏବେ ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା କେବେ ବିବାହ କରିବେ ।