Movie prime

ବାହା ହେବାର ମିଛ ପ୍ରତିଶ୍ରୁତି ଦେଇ ସବୁ କଲା ଶେଷରେ ଛାଡି ଚାଲିଗଲା ଦେଖନ୍ତୁ ଆସିଲା ପ୍ରେମ ପରେ ପ୍ରତାରଣାର ସାଙ୍ଘାତିକ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଖବର ଦେଖିପାରିବେ ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଏହି ଭିଡିଓ ଏବେ ଚର୍ଚ୍ଚାରେ ଅଛି ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ସବୁ କଥା ଜାଣିପାରିବେ । ଆଜିକା ଦୁନିଆରେ ଲୋକମାନେ ଏଭଳି ଅଛନ୍ତି ଯେଉଁମାନେ ବାହା ହେବାର ମିଛ ପ୍ରତିଶ୍ରୁତି ଦେଇ ଏଭଳି କିଛି କାମ କରିଥାନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ ।
Special report
ଏହି ବ୍ୟକ୍ତି ଜଣକ ନିଜ ପ୍ରେମିକାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ । ଆଉ ଏବେ ତାଙ୍କୁ ବିବାହ କରିବାକୁ ମନା କରିବା ସହ ତାଙ୍କୁ ଜାଣି ପାରୁନାହାନ୍ତି ବୋଲି କହିଛନ୍ତି । ଏହି ଯୁବକ ଜଣଙ୍କୁ ଆପଣ ଦେଖିପାରିବେ ।
ପ୍ରେମିକ ଜଣକ କହିଥିଲା ଫଗୁଣ ଆସିଲେ ବାହା ହୋଇ ଘରକୁ ନେବ । କିନ୍ତୁ ସେ ସବୁ କିଛି ଭୁଲି ଗଲା । ପ୍ରେମରେ ନାଗିନ ନାଚ କରାଇ ସେ ପ୍ରେମ କରିଲା ଆଉ ସାଥୀ ହୋଇ ଏକାଠି ରହିଲା । ଆଉ ଶୋଇଲା । ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଲା ।
Special report
ଆଉ ଏବେ ତାଙ୍କୁ ଜାଣି ନାହିଁ ବୋଲି କହୁଛି ଧୋକାବାଜ୍ ପ୍ରେମିକ । ଏହି ଘଟଣା ହେଉଛି ଗଜପତି ଜିଲ୍ଲା କୁରାଣ୍ଡି ଥାନା ଅଞ୍ଚଳର । ସେହି ଅଞ୍ଚଳର ଜଣେ ଯୁବକ ଏଭଳି କାମ କରିଛି ଯାହା ନିନ୍ଦନୀୟ ଅଟେ ।
ବିବାହ କରିବାର ପ୍ରଲୋଭନ ଦେଖାଇ ୧୫ ବର୍ଷର ନାବାଳିକା ସହିତ ଏଭଳି କାମ କରିଥିଲା ଯୁବକ । ଏବେ ଏହି ଘଟଣା ପୋଲିସ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହି ଯୁବକଙ୍କୁ ଗିରଫ କରିଛି । ଏହିଭଳି କାମ କରିଥିବା ଯୁବକଙ୍କୁ ଦଣ୍ଡ ମିଳିବା ଉଚିତ୍ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ବିବାହର ପ୍ରତିଶ୍ରୁତି ଦେଇ ଏଭଳି ଅନେକ ଯୁବକ ଅନେକ ଯୁବତୀଙ୍କ ସହିତ ଖେଳୁଛନ୍ତି । ଆଉ ଏହି ଖବର ଆସିଲେ ତାଙ୍କୁ ଉଚିତ୍ ଦଣ୍ଡ ମିଳିଲେ ସେମାନେ ଆଉ ଏଭଳି କାମ କରିବେ ନାହିଁ । ଏବେ ଏହି ଖବର ଚର୍ଚ୍ଚା ହେଉଛି।