Movie prime

ବାହାଘର କୁ ୧୦ ଦିନ ହେଲା ଜଳିଲା ଜୁଇ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ଘଟୁଥିବା ଘଟଣା ବିଷୟରେ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ୱାରା ଜାଣି ପାରୁଥିବେ । ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ ।
ଏବେ ଏହି ଘଟଣା ବିଷୟରେ ଯେ କେହିବି ଶୁଣୁଛନ୍ତି ମନରେ ଅନେକ କଥା ଭାବୁଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହି ଘଟଣା ହେଉଛି , ବାହାଘରକୁ ୧୦ ଦିନ ହୋଇଥିଲା ।
ଆଉ ଏହାପରେ ସେହି ନବ ଦମ୍ପତ୍ତି ତାଙ୍କ ଜୀବନ ଆରମ୍ଭ କରିବା ପୂର୍ବରୁ ଭଗବାନଙ୍କ ଆର୍ଶୀବାଦ ନେବାକୁ ଚାହୁଁଥିଲେ । ଆଉ ସେମାନେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ ।
ନବ ଦମ୍ପତ୍ତି ଦର୍ଶନ ସାରି ଫେରିବା ସମୟରେ ତାଙ୍କ ସହ ଘଟିଥିଲା ଅଘଟଣ । ଆଉ ଦୁର୍ଘଟଣାର ଶିକାର ହୋଇଥିଲେ ନବ ଦମ୍ପତ୍ତି । ଏହି ଦୁର୍ଘଟଣାରେ ଉଭୟ ପ୍ରାଣ ହରାଇଥିଲେ । ଏହି ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି । 
ପରିବାର ଲୋକ ଏବଂ ବନ୍ଧୁବାନ୍ଧବ, ସାହି ପଡିଶା ଯିଏ ଏବଂ ଯିଏ ଏହି ଘଟଣା ବିଷୟରେ ଶୁଣୁଛି ସେ ଆଶ୍ଚର୍ଯ୍ୟ ହେବା ସହ ମନା ଦୁଃଖ କରୁଛି । ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ନବ ଦମ୍ପତ୍ତି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।
ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ରାଜ୍ୟର ବେଲଭାବୀ ଜିଲ୍ଲାରେ । ଏହି ଅଞ୍ଚଳର ନବ ବିବାହିତ ପତି ପତ୍ନୀ ବିବାହର ୧୦ ଦିନ ପରେ କର୍ଣ୍ଣାଟକର ଏକ ଧର୍ମସ୍ଥଳୀକୁ ଦର୍ଶନ କରିବା ପାଇଁ ଯାଇଥିଲେ ।
ଆଉ ଦର୍ଶନ ସାରି ସେଠାରୁ ଘରକୁ ଫେରିବା ସମୟରେ ଫାଲୁଡଗାଁ ନିକଟରେ ତାଙ୍କ କାର ଦୁର୍ଘଟଣାର ଶିକାର ହୋଇଥିଲା । ତାଙ୍କ କାରକୁ ଏକ ଟ୍ୟାଙ୍କର ଧକ୍କା ଦେଇଛି ।
ଏହି ଦୁର୍ଘଟଣାରେ ଉଭୟ ପତି ଏବଂ ପତ୍ନୀଙ୍କର ଦେହାନ୍ତ ଘଟିଛି । ସତରେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦୁଃଖ ଦେଇଛି । ଏବେ ଏହି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ମୃ-ତ୍ୟୁବରଣ କରିଥିବା ନବ ଦମ୍ପତି ହେଉଛନ୍ତି ଇନ୍ଦ୍ରଜିତ ମୋହନ ଏବଂ ସ୍ତ୍ରୀ କଲ୍ୟାଣୀ ଇନ୍ଦ୍ରଜିତ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଏବେ ତଦନ୍ତ ଜାରି ହେଉଛି ।