Movie prime

ହାଫ୍ ପ୍ୟାଣ୍ଟ୍ ପନ୍ଧି ନେଇଗଲେ ଆମିରଙ୍କ ଝିଅ ଦେଖନ୍ତୁ ଏମିତି ପ୍ରକ୍ରିୟାରେ ହେଲା ବାହାଘର ଶେଷ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତର ସବୁ ଖବର ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି ।
Special Report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ମଧ୍ୟ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର ଖବର ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଅଭିନେତା ଅମୀର ଖାନଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଏବେ ଆସିଥିବା ଖବର ଅନୁସାରେ ଅମୀର ଖାନଙ୍କ ଝିଅ ବାହାଘର ହେଉଛି । ତାଙ୍କୁ ବିବାହ କରୁଛନ୍ତି ନୁପୁର । ନୁପୁର ହାଫ୍ ପ୍ୟାଣ୍ଟ ପିନ୍ଧି ବିବାହ କରିବାକୁ ଆସିଛନ୍ତି । ଅମୀର ଖାନଙ୍କ ଝିଅ ଇରା ଖାନ ବିବାହ କରୁଛନ୍ତି ।
ଇରା ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ଅମୀର ଖାନଙ୍କ ଝିଅ ଇରା ଖାନ ନୂପୁର ଶିଖରଙ୍କୁ ବିବାହ କରିଛନ୍ତି । ଏହି ବିବାହ ଅତି ସାଧାରଣ ଆକାରରେ ହୋଇଛି । ଗଞ୍ଜି ସହିତ ହାଫ୍ ପ୍ୟାଣ୍ଟ ପିନ୍ଧି ବିବାହ କରିଛନ୍ତି । 
Special Report
ନୁପୁର ଶିଖର ଭାରତରେ ପ୍ରଥମ ଥର ପାଇଁ ଏଭଳି ବିବାହ କରିଛନ୍ତି । ସେ ହାଫ୍ ପ୍ୟାଣ୍ଟ୍ ସହିତ ଗଞ୍ଜି ପିନ୍ଧି ସାଧାରଣ ଆକାରରେ ବିବାହ କରିଛନ୍ତି । ତାଙ୍କର ବିବାହ ଭୋଜି ବଡ ଆକାରରେ ହେବ ବୋଲି ଜଣାପଡିଛି ।
ଇରା ଯାହାକୁ ବିବାହ କରିଛନ୍ତି ସେ ଏଭଳି ପୋଷାକ ପିନ୍ଧି ବିବାହ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଅଭିନେତା ଜଣଙ୍କର ଝିଅର ବିବାହ ଭୋଜି ୮ ତାରିଖରେ ଦିଆଯିବ । ରାଜସ୍ଥାନର ଉଦୟପୁର ଠାରେ ଭୋଜି ଦିଆଯିବ ବୋଲି ସୂଚନା ମିଳିଛି । 
ଆଉ ୩ ତାରିଖରେ ମୁମ୍ବାଇରେ ଦ୍ଵିତୀୟ ଭୋଜି ଦିଆଯିବ । ଯେଉଁଥିରେ ଚଳଚ୍ଚିତ୍ର ଜଗତର ଅଭିନେତା ଆଉ ଅଭିନେତ୍ରୀମାନେ ଯୋଗ ଦେବେ । ନୂପୁର ବିବାହ କରିବା ପାଇଁ କୌଣସି ଦାମୀ ସେରେୱାନି ପିନ୍ଧି ନଥିଲେ ସେ ପିନ୍ଧୁଥିଲେ ହାଫ୍ ପ୍ୟାଣ୍ଟ ଆଉ କଳା ରଙ୍ଗର ଗଞ୍ଜି ।
ସେ ଏଇୟା ପିନ୍ଧି କନିଆଁ ଘରକୁ ଆସିଥିଲେ । ଆଉ ବରଯାତ୍ରୀ ଧରି ସେ ଏଭଳି ଆସିଥିଲେ । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହାକୁ ନେଇ ଅନେକ ଲୋକ ଅନେକ ପ୍ରକାରର କମେଣ୍ଟ ଦେଇଛନ୍ତି ।