Movie prime

ଆହା କି ବେଳା ଖରାପ ! ଚଉଠି ରାତି ରେ ହିଁ ମରିଗଲା ସ୍ଵାମୀ !! ପାଦ ରୁ ଲିଭିନି ଅଳତା ଲିଭିଗଲ ସିନ୍ଦୂର

 
Special report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଦୁଃଖ କରିବେ।ଚଉଠି ରାତିରେ ନା ହେଲା ମନର ମିଳନ ଆଉ ନା ହେଲା ଶରୀର ମିଳନ।
ସ୍ବାମୀ ଜଣଙ୍କ ଜୀବନ ହାରି ଦେବାପାଇଁ ନିଷ୍ପତି ନେଇଥିଲେ।ବାହାଘର ଦିନ ରାତିରେ ସ୍ବାମୀ ସ୍ତ୍ରୀ ଚଉଠି ପାଳିଲେ।ନବ ଦମ୍ପତି ଗୋଟିଏ ରୁମ ରେ ରହିଥିଲେ।ହେଲେ ରାତିରେ ଏମିତି ହଠାତ୍ କଣ ହେଲା ଯେ ସ୍ବାମୀ ସକାଳୁ ସକାଳୁ ଜୀବନ ହାରି ଦେଲେ।
ଆଉ ଗଛରେ ଓହଳି ପଡ଼ି ଜୀବନ ହାରି ଦେଲେ।କାନ୍ଥ ରେ ଲେଖା ହୋଇଥିବା ଶୁଭ ବିବାହ।ନିର୍ମଳ ସାଥିରେ ବୁଦ୍ଧିମତୀ ଲେଖା ହୋଇଥିଲା।ଆଉ ଅନ୍ୟପଟେ ବାହାଘର ପାଇଁ ସାଜସଜ୍ଜା ମଧ୍ୟ ହୋଇଥିଲା।
ଯେଉଁ ସମ୍ପର୍କୀୟ ମାନେ ବାହାଘର ରେ ସାମିଲ ହୋଇଥିଲେ ସେମାନେ ମଧ୍ୟ ସେହିଭଳି ବସି ରହିଛନ୍ତି।ଏଭଳି ଘଟଣା ଦେଖି ସେମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଦୁଃଖ ପ୍ରକାଶ କରିଛନ୍ତି।
ସମସ୍ତେ ମୁଣ୍ଡରେ ହାତ ଦେଇ ଭାବୁଛନ୍ତି ଯେ ବାହା ହୋଇଥିବା ନିର୍ମଳ ଏଭଳି ନିଷ୍ପତି କାହିଁକି ନେଲେ।ନିର୍ମଳ ସଜ ହୋଇ ବେଦୀ ରେ ବସିଲେ।ବାହାଘର ମଧ୍ୟ ହେଲା।ହେଲେ ଚଉଠି ରାତିରେ ଏଭଳି ନିଷ୍ପତି ନେବା ବର୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ଏହି ଘଟଣା ଟି କେନ୍ଦୁଝର ଜିଲ୍ଲାର ହରି ଚନ୍ଦ୍ର ପୁର ଥାନା ଅଧିନସ୍ଥ କାଳୀ ମାଟି ଗ୍ରାମରେ ଦେଖିବାକୁ ମିଳିଛି। ଯେଉଁଠି ଜଙ୍ଗଲରୁ ସକାଳୁ ସକାଳୁ ଏକ ମୃ-ତ ଶରୀର ଓହଳି ଥିବା ଦେଖିବାକୁ ମିଳିଛି।
ତାଜା ନିର୍ମଳ ଙ୍କ ଶରୀର ବୋଲି ପରେ ଜଣା ପଡିଥିଲା।ଯୁବକ ଙ୍କ ନାମ ହେଉଛି ନିର୍ମଳ ସାହୁ।ସୂଚନା ଅନୁସାରେ ନିର୍ମଳ ୧୦ ମାର୍ଚ୍ଚ ରେ ବିବାହ କରିଥିଲେ।ଆଉ ୧୩ ମାର୍ଚ୍ଚ ରେ ତାଙ୍କର ଚତୁର୍ଥୀ ସରିଥିଲା।୧୪ ମାର୍ଚ୍ଚ ଦିନ ନିର୍ମଳ ବଜାରକୁ ପିଆଜ ଆଣିବାକୁ କହି ଘରକୁ ଆଉ ଫେରି ନଥିଲେ।
ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ କେହି ପାଇ ନଥିଲେ।ଯେତେବେଳେ ମହୁଲ ଉଠାଇବା ପାଇଁ ଲୋକମାନେ ଜଙ୍ଗଲ କୁ ଯାଇଥିଲେ ହଠାତ୍ ନିର୍ମଳ ଙ୍କ ମୃ-ତ-ଦେ-ହ ଓହଳି ଥିଲା ବୋଲି ଦେଖିଥିଲେ।
ନିର୍ମଳ ନିଜେ ପିନ୍ଧିଥିବା ଲୁଙ୍ଗି କୁ ବେକ ରେ ଗୁଡେ଼ଇ ଜୀବନ ହାରି ଦେଇଛନ୍ତି।ଏଭଳି କାହିଁକି କରିଲେ ତାହା କେହି ଜାଣି ନାହାଁନ୍ତି।