Movie prime

Lipsha ବାହା ହେଇଛି ଭଲ ହେଇଛି, ଏବେ ପୁରା ଜୀବନ ପସ୍ତେଇବ, ଏମିତି କିଛି କଣ ପାଇଁ କହିଦେଲେ ଏହି ଅଭିନେତ୍ରୀ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତକୁ ନେଇ ଅନେକ ଖବର ଜାଣିବାକୁ ପାଇଥିବେ ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ଲିପ୍ସା ମିଶ୍ରଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଟନ୍ତି ।
ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ ବି କରନ୍ତି ।ଏହି ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି ।ଏବେ ଏହି ଅଭିନେତ୍ରୀ ଜଣକ ବିଷୟରେ ଅନେକ ଖବର ଆସୁଛି ।
ଯାହା ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଅଭିନେତ୍ରୀ ଜଣକ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ ଆପଣ ସମସ୍ତେ ଏହି କଥା ବିଷୟରେ ତ ଅନେକ ଖବର ପାଇଥିବେ ।
ଏହି ଅଭିନେତ୍ରୀ ଜଣକ ଆକାଶଙ୍କୁ ବିବାହ କରିଛନ୍ତି । ଆଉ ତାଙ୍କ ବିବାହରେ ଅନେକ କଳାକାର ସିନେ କଳାକାର ଏବଂ ଅନ୍ୟାନ୍ୟ କଳାକାର ସବୁ ଯୋଗ ଦେଇଥିଲେ । ଆଉ ସେମାନେ ସବୁ ବହୁତ ଖୁସି ମଧ୍ୟ ଥିଲେ ।
ଏହି ଅଭିନେତ୍ରୀଙ୍କ ବିବାହରେ ଯୋଗ ଦେଇଥିଲେ ଅନେକ ଧାରାବାହିକ ଅଭିନେତ୍ରୀ । ଯେଉଁମାନେ ମାଆ ଭୂମିକା କିମ୍ବା ଶାଶୁ ଭୂମିକାରେ ଅଭିନୟ କରନ୍ତି । ସେମାନେ ଲିପ୍ସାଙ୍କ ବିବାହରେ ଅନେକ କଥା କହିଛନ୍ତି ଲିପ୍ସାଙ୍କୁ ।
ସେମାନେ କହିଛନ୍ତି, ବାହାଘର ହେବାକୁ ଦିଅ ଲିପ୍ସାଙ୍କୁ ତାପରେ ସେ ତାର ମଜା ଜାଣିପାରିବ । ବାହାଘରର ଲଡୁ ଖାଇ କରି ସେ ପସ୍ତଉ ବୋଲି ସେମାନେ କହିଛନ୍ତି । ସେମାନେ କହିଛନ୍ତି ବାହାଘର ପରେ ଅନେକ ଦାୟିତ୍ବ ବଢିଯାଏ ।
ସେ ତାଙ୍କ ସ୍ବାମୀଙ୍କୁ ସମ୍ଭାଳି ପାରିବେ ବୋଲି ଉପରୁ ଭଗବାନ ଏହି ଯୋଡ଼ି ଗଢିଛନ୍ତି । ଆଉ ଏହି ବାହାଘରକୁ ନେଇ ଲିପ୍ସା ବହୁତ ଖୁସି ଅଛି । ତାଙ୍କୁ ଦେଖି ଏହି ଦୁଇଜଣ କଳାକାର ବି ବହୁତ ଖୁସି ଅଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।