Movie prime

ଏମିତି କଣ ହେଲା ଯେ ବାହାଘର ୩ ମାସ ପରେ ହେଲା ଏମିତି ଆଜି ଜାଣି ନିଅନ୍ତୁ ସମ୍ପୂର୍ଣ ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ କହିବାକୁ ଯାଉଛୁ ଭାରତର ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଜୀବନ ବିଷୟରେ। ଭାରତର ଅନେକ ଲୋକ ଜାଣନ୍ତି ନାହିଁ କି ମୋଦୀ ବିବାହିତ ନା ଅବିବାହିତ। କିନ୍ତୁ ମାନ୍ୟବର ପ୍ରଧାମନ୍ତ୍ରୀ ମୋଦୀ ପ୍ରକୃତରେ ବିବାହିତ।
Special report
ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ନାହାନ୍ତି, ତାଙ୍କୁ ମୋଦୀ ଛାଡ଼ି ଦେଇଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କାହିଁକି ସେ ତାଙ୍କ ପତ୍ନୀଙ୍କୁ ଛାଡିଦେଇଛନ୍ତି। ତେବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଚଉକିରେ ବସିବ ପୂର୍ବରୁ ନିଜ ସ୍ତ୍ରୀଙ୍କୁ ତ୍ୟାଗ କରିଛନ୍ତି। 
କିନ୍ତୁ ଏମିତି କେଉଁ କାରଣ ଥିଲା ଯେ, ଯେଉଁ କାରଣରୁ ନରେନ୍ଦ୍ର ମୋଦୀ ତାଙ୍କୁ ପତ୍ନୀଙ୍କୁ ଛାଡ଼ି ଦେଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କର ବିବାହ ହୋଇଥିଲା।
ଯେଉଁ ଝିଅକୁ ସେ ବିବାହ କରିଛନ୍ତି ତାଙ୍କ ନାମ ହେଉଛି ଯଶୋଦା ବେନ୍। ସେତେବେଳେ ଯଶୋଦା ବେନଙ୍କୁ ୧୫ ବର୍ଷ ବୟସ ହୋଇଥିଲା। ସେହି ସମୟରେ ପାଠ ପଢା ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିଲା। ଆଉ କମ ବୟସରେ ବିବାହ କରିଦିଆଯାଉଥିଲା। 
Special report
ଫଳରେ ଝିଅ ମାନଙ୍କୁ ବି ମଧ୍ୟ ଘର ସମ୍ଭାଳିବାକୁ ପଡୁଥିଲା। ତେବେ ବନ୍ଧୁଗଣ ନରେନ୍ଦ୍ର ମୋଦି ଆଉ ଯଶୋଦା ବେନ ବାଲ୍ୟ ବିବାହ କରିଛନ୍ତି। ବିବାହର ୩ ବର୍ଷ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ନିଜ ପତ୍ନୀଙ୍କ ସହିତ ରହିବା ପରେ ନରେନ୍ଦ୍ର ମୋଦି ନିଜ ପତ୍ନୀଙ୍କୁ ତ୍ୟାଗ କରିଥିଲେ।
Special report
ଏହାପରେ ନରେନ୍ଦ୍ର ମୋଦି ଦେଶ ସେବାରେ ଲାଗିଲେ। ଧିରେ ଧିରେ ମୋଦିଙ୍କ ପ୍ରବେଶ ଭାରତୀୟ ଜନତା ପାର୍ଟି ରେ ହେଲା। କିନ୍ତୁ ପ୍ରକୃତରେ ନରେନ୍ଦ୍ର ମୋଦୀ ଯଶୋଦା ବେନଙ୍କୁ ଛାଡ଼ପତ୍ର ଦେଇନାହାନ୍ତି। 
ନରେନ୍ଦ୍ର ମୋଦି ତିନି ବର୍ଷରେ ଗୃହସ୍ଥ ଜୀବନ ପରେ ଯେତେବେଳେ ପତ୍ନୀ ଯଶୋଦା ବେନ ଙ୍କୁ ଛାଡି ସଂଘ ସହିତ ଚାଲି ଯାଇଥିଲେ ସେତେବେଳେ ପ୍ରଥମେ ଯଶୋଦା ବେନଙ୍କୁ ବହୁତ୍ କଷ୍ଟ ହୋଇଥିଲା।
କିନ୍ତୁ ପରେ ସ୍ଵାମୀଙ୍କ ଲକ୍ଷ ଆଗରେ ଯଶୋଦା ବେନ ଧିରେ ଧିରେ ସନ୍ତୁଷ୍ଟ ହୋଇଗଲେ। କିଛି ଦିନ ପରେ ଯଶୋଦା ବେନ ସ୍କୁଲ ଶିକ୍ଷୟତ୍ରୀ ଭାବେ ଚାକିରି ଆରମ୍ଭ କରିଲେ। ଯଶୋଦା ବେନ ଏବେ ନିଜ ଭାଇ ଅଶୋକଙ୍କ ସହିତ ଉନଝା ଗାଁ ରେ ଜୀବନ ବିତାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.